Panchang Today 21st June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଜିନିଷ କ୍ରୟ କରନ୍ତୁ

ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୌର ବୃଷମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର।ଚନ୍ଦ୍ର- ବିଛା ସନ୍ଧ୍ୟା ୦୬.୧୮ ଗତେ ଧନୁ ତିଥି- ୧୪ଶୀ ପ୍ରାତଃ ୦୭.୩୨ ଗତେ ପୂର୍ଣ୍ଣିମା ,ଘାତଚନ୍ଦ୍ର- ସନ୍ଧ୍ୟା ୦୬.୧୮ ଗତେ ତୁଳା ଓ କୁମ୍ଭ ରାଶିର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ନାସ୍ତି

ଶୁଭସମୟ:

ପ୍ରାତଃ -୦୬.୦୫ ରୁ ୦୬.୫୮

ଦିବା -୧୨.୧୪ ରୁ ୦୨.୫୩

ସନ୍ଧ୍ୟା -୦୬.୨୪ ରୁ ୦୮.୩୪

ରାତ୍ରି -୧୨.୫୩ ରୁ ୦୩.୦୩

ରାତ୍ରି -୦୩.୪୬ ରୁ ୦୫.୧୨

ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ

ଅଶୁଭସମୟ:

ରାହୁକାଳ- ଦିବା-୧୦.୦୯ ରୁ ୧୧.୪୮

କାଳବେଳା- ଦିବା-୧୦.୦୯ ରୁ ୧୧.୪୮

ବାରବେଳା- ଦିବା-୦୮.୩୦ ରୁ ୧୦.୦୯

କାଳରାତ୍ରି- ରାତ୍ରି -୦୯.୦୬ ରୁ ୧୦.୨୭