/odishatv-khabar/media/post_attachments/uploadimage/library/16_9/16_9_0/Panchang_1720578821.jpg)
Panchang
ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ ରବିବାର। ଚନ୍ଦ୍ର- ଧନୁ ପ୍ରାତଃ ୦୭.୨୭ ଗତେ ମକର। ତିଥି- ପୂର୍ଣ୍ଣିମା ଦିବା ୦୩.୪୭ ଗତେ ପ୍ରତିପଦ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର , ପ୍ରାତଃ ୦୭.୨୬ ଗତେ ସିଂହ ରାଶିର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୧୩ ଗତେ ୧ ପାଦ-କୃଷିହାନି-ଭୂମିଦାନ।
Advertisment
ଶୁଭ ସମୟ
ପ୍ରାତଃ-୦୫.୨୨ ରୁ ୦୯.୪୨
ଦିବା- ୦୧.୩୦ ରୁ ୦୨.୦୩
ସନ୍ଧ୍ୟା-୦୭.୦୭ ରୁ ୦୯.୧୯
ରାତ୍ରି- ୧୨.୧୫ ରୁ ୦୧.୧୫
ରାତ୍ରି- ୦୨.୩୭ ରୁ ୦୩.୧୦
ଅଶୁଭ ସମୟ
ରାହୁକାଳ- ଦିବା ୦୪.୪୬ ରୁ ୦୬.୨୩
କାଳବେଳା-ଦିବା ୧୧.୫୩ ରୁ ୦୧.୩୦
ବାରବେଳା- ଦିବା ୧୦.୧୫ ରୁ ୧୧.୫୩
କାଳରାତ୍ରି- ରାତ୍ରି ୦୧.୧୫ ରୁ ୦୨.୩୭
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)