Panchang Today 20th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି-ପ୍ରତିପଦ ରାତ୍ରି ୦୮.୩୩ ଗତେ ୨ୟା ।

Panchanga

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି-ପ୍ରତିପଦ ରାତ୍ରି ୦୮.୩୩ ଗତେ ୨ୟା । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ । ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୮.୩୩ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୩.୦୯ ଗତେ । ପୂର୍ବଭାଦ୍ର ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ

ଦିବା- ୦୮.୪୦ ରୁ ୧୦.୩୪

ଦିବା-୦୧.୦୫ ରୁ ୦୧.୨୪

ଦିବା-୦୪.୩୩ ରୁ ୦୫.୧୭

ସନ୍ଧ୍ୟା-୦୬.୦୭ ରୁ ୦୬.୫୩

ରାତ୍ରି- ୦୯.୧୦ ରୁ ୧୧.୨୭

ରାତ୍ରି- ୦୧.୪୪ ରୁ ୦୩.୧୫

ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ

ଅଶୁଭ ସମୟ

ରାହୁକାଳ- ଦିବା ୦୨.୫୮ ରୁ ୦୪.୩୩

କାଳବେଳା-ଦିବା ୦୧.୨୪ ରୁ ୦୨.୫୮

ବାରବେଳା- ପ୍ରାତଃ ୦୭.୦୬ ରୁ ୦୮.୪୦

କାଳରାତ୍ରି- ରାତ୍ରି ୦୭.୩୩ ରୁ ୦୮.୫୮