• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ଶନିବାର । ଚନ୍ଦ୍ର- ସିଂହ ରାତ୍ରି ୦୮.୫୦ ଗତେ କନ୍ୟା,ତିଥି- ୧୨ଶୀ ରାତ୍ରି ୧୦.୪୧ ଗତେ ୧୩ଶୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ରାତ୍ରି ୦୮.୫୦ ଗତେ ବୃଷ ରାଶିର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୨.୦୪ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନଦାନ ରାତ୍ରି୧୦.୪୧ ଗତେ ୨ ପାଦ-କୃଷି ଓ ବଂଶ ହାନି –ଭୂମି ଓ ତିଳକାଞ୍ଚନ ଦାନ

ଶୁଭ ସମୟ:

ଦିବା- ୧୦.୧୧ ରୁ ୦୧.୦୧

ରାତ୍ରି- ୦୮.୧୯ ରୁ ୧୦.୩୬

ରାତ୍ରି-୧୨.୦୮ ରୁ ୦୧.୩୯

ରାତ୍ରି-୦୨.୨୫ ରୁ ୦୩.୫୬

ଅଶୁଭ ସମୟ:

ରାହୁକାଳ - ଦିବା ୦୮.୩୭ ରୁ ୧୦.୧୧

କାଳବେଳା- ପ୍ରାତଃ ୦୫.୨୮ ରୁ ୦୭.୦୨ ଓ ଦିବା ୦୪.୨୮ ରୁ ୦୬.୦୨

ବାରବେଳା- ଦିବା ୦୧.୧୯ ରୁ ୦୨.୫୪

କାଳରାତ୍ରି- ସନ୍ଧ୍ୟା ୦୬.୦୨ ରୁ ୦୭.୨୮ ଓ ରାତ୍ରି ୦୪.୦୨ ରୁ ୦୫.୨୭

OTV is now on Whatsapp

Join and get latest news update delivered to you via whatsapp

Join Now