Panchang Today 1st October 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ମଙ୍ଗଳବାର,ଚନ୍ଦ୍ର- ସିଂହ ଦିବା ୦୪.୦୨ ଗତେ କନ୍ୟା ,ତିଥି- ୧୪ଶୀ ରାତ୍ରି ୦୭.୦୬ ଗତେ ଅମାବାସ୍ୟା ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର , ଦିବା ୦୪.୦୨ ଗତେ ବୃଷ ରାଶିର,ଘାତବାର-  ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୯.୧୬ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

ଶୁଭସମୟ:

ପ୍ରାତଃ- ୦୫.୪୧ ରୁ ୦୬.୨୮

ଦିବା- ୦୮.୩୮ ରୁ ୧୧.୧୨

ସନ୍ଧ୍ୟା- ୦୫.୩୧ ରୁ ୦୭.୦୨

ରାତ୍ରି- ୦୮.୩୩ ରୁ ୦୮.୪୫

ରାତ୍ରି- ୦୯.୩୪ ରୁ ୧୨.୦୦

ରାତ୍ରି- ୦୧.୪୭ ରୁ ୦୩.୧୫

ରାତ୍ରି- ୦୪.୦୩ ରୁ ୦୫.୪୧

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଅଶୁଭସମୟ:

ରାହୁକାଳ- ଦିବା ୦୨.୩୩ ରୁ ୦୪.୦୨

କାଳବେଳା- ଦିବା ୦୧.୦୪ ରୁ ୦୨.୩୩

ବାରବେଳା- ପ୍ରାତଃ ୦୭.୦୯ ରୁ ୦୮.୩୮

କାଳରାତ୍ରି- ସନ୍ଧ୍ୟା ୦୭.୦୨ ରୁ ୦୮.୩୩