/odishatv-khabar/media/post_attachments/uploadimage/library/16_9/16_9_0/Panchang_1735702965.jpg)
Panchang
ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୧ ତାରିଖ ବୁଧବାର । ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୨ ୟା ରାତ୍ରି ୦୨.୨୪ ଗତେ ୩ ୟା,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୨.୨୪ ପର୍ଯ୍ୟନ୍ତ ।
Advertisment
ଶୁଭସମୟ:
ପ୍ରାତଃ– ୦୬.୨୫ ରୁ ୦୮.୩୫
ଦିବା- ୧୦.୪୫ ରୁ ୧୧.୫୦
ଦିବା- ୦୧.୩୮ ରୁ ୦୩.୪୮
ସନ୍ଧ୍ୟା- ୦୬.୦୭ ରୁ ୦୭.୦୦
ରାତ୍ରି- ୦୮.୪୬ ରୁ ୦୩.୦୮
ନିଶାନ୍ତ- ୦୪.୪୬ ରୁ ୦୬.୨୫
ଅଶୁଭସମୟ:
ରାହୁକାଳ- ଦିବା ୧୧.୫୦ ରୁ ୦୧.୧୧
କାଳବେଳା- ଦିବା ୦୯.୦୭ ରୁ ୧୦.୨୯
ବାରବେଳା- ଦିବା ୧୧.୫୦ ରୁ ୦୧.୧୧
କାଳରାତ୍ରି- ରାତ୍ରି ୦୩.୦୮ ରୁ ୦୪.୪୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)