• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୧ ତାରିଖ ଗୁରୁବାର । ଚନ୍ଦ୍ର- କନ୍ୟା ଦିବା ୦୨.୩୧ ଗତେ ତୁଳା। ତିଥି- ୬ଷ୍ଠୀ ଦିବା ୦୨.୦୩ ଗତେ ୭ମୀ। ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୨.୩୧ ପର୍ଯ୍ୟନ୍ତ। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ଦିବା ୦୨.୦୩ ଗତେ ୦୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ।

ଶୁଭ ସମୟ

ପ୍ରାତଃ- ୦୬.୨୫ ରୁ ୦୭.୫୪

ଦିବା-୧୦.୫୩ ରୁ ୦୧.୦୭

ରାତ୍ରି-୦୨.୫୯ ରୁ ୦୩.୫୧

ଅଧିକ ପଢ଼ନ୍ତୁ: ଏହି ଦିନଗୁଡିକରେ ଆରମ୍ଭ କରନ୍ତୁ ଗୃହ ନିର୍ମାଣ; ଆସିବ ନାହିଁ ସମସ୍ୟା

ଅଶୁଭ ସମୟ

ରାହୁକାଳ- ଦିବା ୦୧.୨୩ ରୁ ୦୨.୪୭

କାଳବେଳା-ଦିବା ୦୨.୪୭ ରୁ ୦୪.୧୧

ବାରବେଳା- ଦିବା ୦୪.୧୧ ରୁ ୦୫.୩୪

କାଳରାତ୍ରି- ରାତ୍ରି ୧୨.୦୦ ରୁ ୦୧.୩୬