ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୭ମୀ ରାତ୍ରି ୦୯.୧୦ ଗତେ ୮ମୀ ।
Also Read
ଶୁଭ ସମୟ:
ପ୍ରାତଃ- ୦୫.୪୩ ରୁ ୦୭.୧୫
ଦିବା-୧୦.୩୭ ରୁ ୦୧.୦୩
ଦିବା-୦୪.୨୫ ରୁ ୦୫.୦୮
ସନ୍ଧ୍ୟା-୦୬.୪୪ ରୁ ୦୯.୦୫
ରାତ୍ରି-୧୧.୫୦ ରୁ ୦୨.୩୪
ଅଧିକ ପଢ଼ନ୍ତୁ: ନୂଆ ଘରଟିଏ କରୁଛନ୍ତି କି, ଜାଣନ୍ତୁ ଏହାର ଶୟନ କକ୍ଷ କିପରି ଓ କେଉଁଠି ହେବା ଉଚିତ
ଅଶୁଭ ସମୟ:
ରାହୁକାଳ - ପ୍ରାତଃ ୦୭.୧୫ ରୁ ୦୮.୪୭
କାଳବେଳା- ପ୍ରାତଃ ୦୭.୧୫ ରୁ ୦୮.୪୭
ବାରବେଳା- ଦିବା ୦୨.୫୩ ରୁ ୦୪.୨୫
କାଳରାତ୍ରି- ରାତ୍ରି ୧୦.୨୧ ରୁ ୧୧.୫୦