Panchang Today 19th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର। ଚନ୍ଦ୍ର- ମୀନ ନିଶାନ୍ତ ୦୫.୧୫ ଗତେ ମେଷ । ତିଥି- ୨ୟା ରାତ୍ରି ୧୨.୪୦ ଗତେ ୩ୟା ।

panchang

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର। ଚନ୍ଦ୍ର- ମୀନ ନିଶାନ୍ତ ୦୫.୧୫ ଗତେ ମେଷ । ତିଥି- ୨ୟା ରାତ୍ରି ୧୨.୪୦ ଗତେ ୩ୟା । ଘାତଚନ୍ଦ୍ର- ଧନୁ ରାଶିର , ନିଶାନ୍ତ ୦୫.୧୫ ଗତେ ମେଷ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ-୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୨.୪୦ ପର୍ଯ୍ୟନ୍ତ।

ଶୁଭ ସମୟ-
ପ୍ରାତଃ- ୦୫.୩୮ ରୁ ୦୭.୧୪
ସନ୍ଧ୍ୟା- ୦୬.୨୯ ରୁ ୦୯.୪୦
ରାତ୍ରି- ୦୧.୦୯ ରୁ ୦୩.୧୫
ରାତ୍ରି- ୦୪.୦୩ ରୁ ୦୫.୩୮

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଅଶୁଭ ସମୟ- 
ରାହୁକାଳ- ଦିବା ୦୧.୧୦ ରୁ ୦୨.୪୧
କାଳବେଳା- ଦିବା ୦୨.୪୧ ରୁ ୦୪.୧୧
ବାରବେଳା- ଦିବା ୦୪.୧୧ ରୁ ୦୫.୪୧
କାଳରାତ୍ରି- ରାତ୍ରି ୧୧.୪୦ ରୁ ୦୧.୦୯