Panchang Today 19th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୯ ତାରିଖ ଶୁକ୍ରବାର। ଚନ୍ଦ୍ର- ମେଷ ଅହୋରାତ୍ର। ତିଥି- ୯ମୀ ରାତ୍ରି ୦୭.୫୨ ଗତେ ୧୦ମୀ। ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର।

Panchanga

ସୈାର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୯ ତାରିଖ ଶୁକ୍ରବାର। ଚନ୍ଦ୍ର- ମେଷ ଅହୋରାତ୍ର। ତିଥି- ୯ମୀ ରାତ୍ରି ୦୭.୫୨ ଗତେ ୧୦ମୀ। ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ରାତ୍ରି ୦୨.୫୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

ଶୁଭ ସମୟ

ପ୍ରାତଃ-୦୬.୨୭ ରୁ ୦୭.୧୧

ପ୍ରାତଃ- ୦୭.୫୫ ରୁ ୦୯.୧୨ 

ଦିବା- ୧୨.୧୯ ରୁ ୦୨.୩୦ 

ଦିବା- ୦୩.୫୮ ରୁ ୦୫.୨୬

ସନ୍ଧ୍ୟା- ୦୭.୧୦ ରୁ ୦୮.୪୧

ରାତ୍ରି- ୦୨.୦୭ ରୁ ୦୪.୪୩

ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଅଶୁଭ ସମୟ

ରାହୁକାଳ- ଦିବା ୧୦.୩୪ ରୁ ୧୧.୫୭

କାଳବେଳା- ଦିବା ୧୦.୩୪ ରୁ ୧୧.୫୭

ବାରବେଳା- ଦିବା ୦୯.୧୨ ରୁ ୧୦.୩୪

କାଳରାତ୍ରି- ରାତ୍ରି ୦୮.୪୧ ରୁ ୧୦.୧୯