/odishatv-khabar/media/post_attachments/uploadimage/library/16_9/16_9_0/Panchanga_1702956763.jpg)
Panchanga
ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ମଙ୍ଗଳବାର
ଚନ୍ଦ୍ର- କୁମ୍ଭ ସନ୍ଧ୍ୟା ୦୬.୨୦ ଗତେ ମୀନ
ତିଥ- ୭ମୀ ଦିବା ୦୧.୦୭ ଗତେ ୮ମୀ
ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ସନ୍ଧ୍ୟା ୦୬.୨୦ ଗତେ ଧନୁ ରାଶିର
ଘାତବାର- ମକର ରାଶିର
ପୁଷ୍କର ଦୋଷ- ୩ ପାଦ-କୃଷି, ପଶୁ ଓ ବଂଶହାନି- ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୦୭ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୦୨ ଗତେ ୧ ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ
ପ୍ରାତଃ- ୦୬.୧୯ ରୁ ୦୭.୦୨
ଦିବା- ୦୯.୦୧ ରୁ ୧୧.୨୧
ସନ୍ଧ୍ୟା- ୦୫.୦୭ ରୁ ୦୬.୪୬
ରାତ୍ରି- ୦୮.୨୫ ରୁ ୦୮.୩୮
ରାତ୍ରି- ୦୯.୩୧ ରୁ ୧୨.୧୦
ରାତ୍ରି- ୦୧.୫୫ ରୁ ୦୩.୪୧
ନିଶାନ୍ତ- ୦୪.୩୪ ରୁ ୦୬.୧୯
ଅଶୁଭ ସମୟ
ରାହୁକାଳ - ଦିବା ୦୨.୨୫ ରୁ ୦୩.୪୬
କାଳବେଳା- ଦିବା ୦୧.୦୪ ରୁ ୦୨.୨୫
ବାରବେଳା- ପ୍ରାତଃ ୦୭.୪୦ ରୁ ୦୯.୦୧
କାଳରାତ୍ରି- ସନ୍ଧ୍ୟା ୦୬.୪୬ ରୁ ୦୮.୨୫
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)