Panchang Today 19th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ ସୋମବାର। ଚନ୍ଦ୍ର- ମକର ସନ୍ଧ୍ୟା ୦୬.୫୯ ଗତେ କୁମ୍ଭ ।

Panchanga

ସୌର ସିଂହ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ ସୋମବାର। ଚନ୍ଦ୍ର- ମକର ସନ୍ଧ୍ୟା ୦୬.୫୯ ଗତେ କୁମ୍ଭ । ତିଥି- ପୂର୍ଣ୍ଣିମା ରାତ୍ରି ୧୧.୫୫ ଗତେ ପ୍ରତିପଦ । ଘାତଚନ୍ଦ୍ର- ସିଂହ ରାଶିର, ସନ୍ଧ୍ୟା ୦୬.୫୯ ଗତେ ମିଥୁନ ଓ ମୀନ ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ

ପ୍ରାତଃ-୦୫.୩୧ ରୁ ୦୭.୦୬

ଦିବା- ୧୦.୩୪ ରୁ ୦୧.୦୫

ଦିବା- ୦୪.୩୩ ରୁ ୦୫.୧୮

ସନ୍ଧ୍ୟା-୦୬.୫୪ ରୁ ୦୯.୧୦

ରାତ୍ରି- ୧୧.୫୦ ରୁ ୦୨.୨୯

ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ

ଅଶୁଭ ସମୟ

ରାହୁକାଳ- ପ୍ରାତଃ ୦୭.୦୬ ରୁ ୦୮.୪୦

କାଳବେଳା- ପ୍ରାତଃ ୦୭.୦୬ ରୁ ୦୮.୪୦

ବାରବେଳା- ଦିବା ୦୨.୫୯ ରୁ ୦୪.୩୩

କାଳରାତ୍ରି- ରାତ୍ରି ୧୦.୨୪ ରୁ ୧୧.୫୦