/odishatv-khabar/media/post_attachments/uploadimage/library/16_9/16_9_0/Panchang_1731898988.jpg)
Panchang
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ସୋମବାର । ଚନ୍ଦ୍ର- ମିଥୁନ ଅହୋରାତ୍ର,ତିଥି- ୩ୟା ସନ୍ଧ୍ୟା ୦୬.୫୬ ଗତେ ୪ର୍ଥୀ,ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ନାସ୍ତି
Advertisment
ଶୁଭ ସମୟ:
ପ୍ରାତଃ-୦୬.୦୦ ରୁ ୦୭.୨୩
ଦିବା- ୦୮.୫୭ ରୁ ୧୧.୦୯
ରାତ୍ରି-୦୭.୩୮ ରୁ ୦୯.୫୪
ରାତ୍ରି-୦୨.୩୩ ରୁ ୦୩.୨୫
ଅଶୁଭ ସମୟ:
ରାହୁକାଳ- ପ୍ରାତଃ ୦୭.୨୩ ରୁ ୦୮.୪୬
କାଳବେଳା- ପ୍ରାତଃ ୦୭.୨୩ ରୁ ୦୮.୪୬
ବାରବେଳା- ଦିବା ୦୨.୧୭ ରୁ ୦୩.୪୦
କାଳରାତ୍ରି- ରାତ୍ରି ୦୯.୫୪ ରୁ ୧୧.୩୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)