/odishatv-khabar/media/post_attachments/uploadimage/library/16_9/16_9_0/Panchang_1721095850.jpg)
Panchang
ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର । ଚନ୍ଦ୍ର- ବିଛା ରାତ୍ରି ୦୩.୨୪ ଗତେ ଧନୁ। ତିଥି- ୧୨ଶୀ ରାତ୍ରି ୦୮.୪୪ ଗତେ ୧୩ଶୀ। ଘାତଚନ୍ଦ୍ର- ରାତ୍ରି ୦୩.୨୪ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ ରାତ୍ରି ୦୮.୪୪ ପର୍ଯ୍ୟନ୍ତ।
Advertisment
ଶୁଭ ସମୟ
ପ୍ରାତଃ- ୦୫.୨୧ ରୁ ୦୭.୦୫
ଦିବା- ୧୦.୩୪ ରୁ ୦୧.୧୧
ରାତ୍ରି- ୦୨.୨୬ ରୁ ୦୩.୧୦
ଅଧିକ ପଢ଼ନ୍ତୁ: Dream World: ସ୍ୱପ୍ନରେ ଦେଖୁଛନ୍ତି କି ଏହି ୫ ଜିନିଷ; ଜାଣନ୍ତୁ କିଏ ଶୁଭ କିଏ ଅଶୁଭ
ଅଶୁଭ ସମୟ
ରାହୁକାଳ- ଦିବା ୦୧.୩୦ ରୁ ୦୩.୦୮
କାଳବେଳା- ଦିବା ୦୩.୦୮ ରୁ ୦୪.୪୬
ବାରବେଳା- ଦିବା ୦୪.୪୬ ରୁ ୦୬.୨୪
କାଳରାତ୍ରି- ରାତ୍ରି ୧୧.୫୩ ରୁ ୦୧.୧୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)