ଅଦ୍ୟତନ ହୋଇଛି
Today Panchang
Advertisment
ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଚନ୍ଦ୍ର- ମିଥୁନ ରାତ୍ରି ୧୦.୩୨ ଗତେ କର୍କଟ । ତିଥି- ପ୍ରତିପଦ ରାତ୍ରି ୦୨.୧୦ ଗତେ ୨ୟା । ଘାତ ଚନ୍ଦ୍ର- ନାସ୍ତି । ଘାତ ବାର- ମକର । ପୁଷ୍କର ଦୋଷ- ୧ ପାଦ- କୃଷିହାନୀ-ଭୂମିଦାନ ରାତ୍ରି ୦୨.୧୦ ଗତେ ୨ ପାଦ - କୃଷି ଓ ବଂଶହାନୀ ।
Advertisment
ଶୁଭ ସମୟ
ଦିବା ୦୮.୩୬ରୁ ୧୦.୩୪
ଦିବା ୦୧.୧୧ରୁ ୦୧.୩୦
ଦିବା ୦୪.୪୬ରୁ ୦୫.୩୨
ରାତ୍ରି ୦୯.୧୯ରୁ ୧୧.୩୧
ରାତ୍ରି ୦୧.୪୨ରୁ ୦୩.୧୦
ଅଧିକ ପଢ଼ନ୍ତୁ: ଘରର ମୁଖ୍ୟ ଦ୍ୱାରା କିପରି ହେଲେ ଶୁଭ ଫଳ ମିଳେ
ଅଶୁଭ ସମୟ
ଋାହୁକାଳ- ଦିବା ୦୩.୦୮ରୁ ୦୪.୪୬
କାଳବେଳା- ଦିବା ୦୧.୩୦ରୁ ୦୩.୦୮
ବାରବେଳା- ପ୍ରାତଃ ୦୬.୫୮ରୁ ୦୮.୩୬
କାଳରାତ୍ରି- ରାତ୍ରି ୦୭.୪୬ରୁ ୦୯.୦୮
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689651471.jpg)