• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ମକରମାସ  ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୮ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ଅହୋରାତ୍ର, ତିଥି- ୮ମୀ ରାତ୍ରି ୦୮.୪୫ ଗତେ ୯ମୀ, ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର, ଘାତବାର- ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ:

ପ୍ରାତଃ-୦୬.୨୮ ରୁ ୦୭.୫୫

ଦିବା- ୧୦.୫୧ ରୁ ୦୧.୦୨

ରାତ୍ରି- ୦୨.୫୯ ରୁ ୦୩.୫୧ପ୍ରାତଃ ପ୍ରାତଃ

ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଅଶୁଭ ସମୟ:

ରାହୁକାଳ- ଦିବା ୦୧.୧୯ ରୁ ୦୨.୪୧

କାଳବେଳା- ଦିବା ୦୨.୪୧ ରୁ ୦୪.୦୩

ବାରବେଳା- ଦିବା ୦୪.୦୩ ରୁ ୦୫.୨୫

କାଳରାତ୍ରି- ରାତ୍ରି ୧୧.୫୬ ରୁ ୦୧.୩୪