/odishatv-khabar/media/post_attachments/uploadimage/library/16_9/16_9_0/Panchang_1713319081.jpg)
Panchang
ସୌର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୮ ତାରିଖ ଗୁରୁବାର। ଚନ୍ଦ୍ର- କର୍କଟ ପ୍ରାତଃ ୦୭.୫୬ ଗତେ ସିଂହ। ତିଥି- ଦଶମୀ ସନ୍ଧ୍ୟା ୦୫.୩୧ ଗତେ ଏକାଦଶୀ। ଘାତଚନ୍ଦ୍ର- ପ୍ରାତଃ ୦୭.୫୬ ଗତେ କର୍କଟ ଓ ମକର ରାଶିର। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ନାସ୍ତି ।
Advertisment
ଶୁଭ ସମୟ
ପ୍ରାତଃ-୦୫.୩୦ ରୁ ୦୭.୧୦
ଦିବା- ୧୦.୩୦ ରୁ ୦୧.୦୧
ରାତ୍ରି-୦୨.୨୬ ରୁ ୦୩.୧୧
ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି…ଗୃହକୁ ଆସିବ ମହା ସଂକଟ
ଅଶୁଭ ସମୟ
ରାହୁକାଳ - ଦିବା ୦୧.୨୦ ରୁ ୦୨.୫୪
କାଳବେଳା- ଦିବା ୦୨.୫୪ ରୁ ୦୪.୨୮
ବାରବେଳା- ଦିବା ୦୪.୨୮ ରୁ ୦୬.୦୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)