Panchang Today 17th May 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଭୂମି କ୍ରୟ କରନ୍ତୁ

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୭ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୭ ତାରିଖ ଶୁକ୍ରବାର । ଚନ୍ଦ୍ର- ସିଂହ ରାତ୍ରି ୦୪.୦୪ ଗତେ କନ୍ୟା,ତିଥି-୯ମୀ ଦିବା ୦୮.୪୯ ଗତେ ୧୦ମୀ ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ରାତ୍ରି ୦୪.୦୪ ଗତେ ବୃଷ ରାଶି, ଘାତବାର- ବିଛା, ଧନୁ ଓ ମୀନ ରାଶି ପୁଷ୍କର ଦୋଷ- ରାତ୍ରି ୦୯.୧୮ ଗତେ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

ଶୁଭ ସମୟ:

ପ୍ରାତଃ-୦୬.୦୫ ରୁ ୦୬.୫୭

ଦିବା- ୧୨.୦୯ ରୁ ୦୨.୪୨

ସନ୍ଧ୍ୟା-୦୬.୧୨ ରୁ ୦୮.୨୪

ରାତ୍ରି-୧୨.୪୯ ରୁ ୦୩.୦୧

ରାତ୍ରି-୦୩.୪୫ ରୁ ୦୫.୧୩

ଅଧିକ ପଢ଼ନ୍ତୁ: ଆପଣ ଭୂମି କିଣିବାକୁ ଯୋଜନା କରୁଛନ୍ତି କି; ଜାଣନ୍ତୁ କିପରି ଭୂମି ଘର ପାଇଁ ଠିକ୍

ଅଶୁଭ ସମୟ:

ରାହୁକାଳ- ଦିବା ୧୦.୦୫ ରୁ ୧୧.୪୩

କାଳବେଳା- ଦିବା ୧୦.୦୫ ରୁ ୧୧.୪୩

ବାରବେଳା- ଦିବା ୦୮.୨୮ ରୁ ୧୦.୦୫

କାଳରାତ୍ରି- ରାତ୍ରି ୦୮.୫୭ ରୁ ୧୦.୨୦