/odishatv-khabar/media/post_attachments/uploadimage/library/16_9/16_9_0/Panchang_1721095850.jpg)
Panchang
ସୌର କର୍କଟ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୭ ତାରିଖ ବୁଧବାର । ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ୧୧ଶୀ ରାତ୍ରୀ ୦୯.୦୩ ଗତେ ୧୨ଶୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ରାତ୍ରି ୦୯.୦୩ ଗତେ ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ।
Advertisment
ଶୁଭ ସମୟ
ପ୍ରାତଃ- ୦୫.୨୦ ରୁ ୦୭.୦୫
ଦିବା- ୧୦.୧୪ ରୁ ୧୧.୨୬
ଦିବା- ୦୨.୦୩ ରୁ ୦୫.୩୨
ସନ୍ଧ୍ୟା-୦୭.୦୮ ରୁ ୧୦.୪୭
ରାତ୍ରି- ୦୧.୪୨ ରୁ ୦୨.୩୭
ରାତ୍ରି- ୦୩.୫୯ ରୁ ୦୫.୨୧
ଅଧିକ ପଢ଼ନ୍ତୁ: ସ୍ୱପ୍ନରେ ମାଛ ଦେଖୁଛନ୍ତି କି ? ମିଳିଥାଏ ଏହି ସଂକେତ
ଅଶୁଭ ସମୟ
ରାହୁକାଳ- ଦିବା ୧୧.୫୨ ରୁ ୦୧.୩୦
କାଳବେଳା- ଦିବା ୦୮.୩୬ ରୁ ୧୦.୧୪
ବାରବେଳା- ଦିବା ୧୧.୫୨ ରୁ ୦୧.୩୦
କାଳରାତ୍ରି- ରାତ୍ରି ୦୨.୩୭ ରୁ ୦୩.୫୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)