• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୬ ତାରିଖ ମଙ୍ଗଳବାର ଚନ୍ଦ୍ର- ମୀନ ଅହୋରାତ୍ର ତିଥି - ୬ଷ୍ଠୀ ରାତ୍ରି ୧୧.୫୮ ଗତେ ୭ମୀ ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୧୧.୫୮ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

ଶୁଭ ସମୟ

ଦିବା- ୦୯.୧୨ ରୁ ୧୦.୫୦

ଦିବା- ୦୧.୦୧ ରୁ ୦୧.୧୮

ଦିବା- ୦୪.୦୨ ରୁ ୦୪.୪୦

ସନ୍ଧ୍ୟା- ୦୫.୨୪ ରୁ ୦୬.୧୬

ରାତ୍ରି- ୦୮.୫୩ ରୁ ୧୧.୩୦

ରାତ୍ରି-୦୨.୦୬ ରୁ ୦୩.୫୧

ଅଶୁଭ ସମୟ

ରାହୁକାଳ- ଦିବା ୦୨.୪୦ ରୁ ୦୪.୦୨

କାଳବେଳା- ଦିବା ୦୧.୧୮ ରୁ ୦୨.୪୦

ବାରବେଳା- ପ୍ରାତଃ ୦୭.୫୦  ରୁ ୦୯.୧୨

କାଳରାତ୍ରି- ସନ୍ଧ୍ୟା ୦୭.୦୨ ରୁ ୦୮.୪୦