Panchang Today 16th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୧୧ଶୀ ଦିବା ୦୯.୩୯ ଗତେ ୧୨ଶୀ ।

Panchanga

ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୬ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୧୧ଶୀ ଦିବା ୦୯.୩୯ ଗତେ ୧୨ଶୀ । ଘାତଚନ୍ଦ୍ର-ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ଦିବା ୦୯.୩୯ ଗତେ ୧ ପାଦ-ପଶୁସମ୍ପଦ ନାଶ ଅନ୍ନଦାନ ।

ଶୁଭ ସମୟ

ପ୍ରାତଃ- ୦୫.୩୦ ରୁ ୦୬.୨୧

ପ୍ରାତଃ-୦୭.୧୨ ରୁ ୦୮.୪୦

ଦିବା- ୧୨.୧୬ ରୁ ୦୨.୪୮

ଦିବା-୦୪.୨୯ ରୁ ୦୬.୧୦

ରାତ୍ରି- ୦୭.୪୧ ରୁ ୦୯.୦୦

ରାତ୍ରି-୦୧.୪୪ ରୁ ୦୪.୦୦

ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ

ଅଶୁଭ ସମୟ

ରାହୁକାଳ- ଦିବା ୧୦.୧୫ ରୁ ୧୧.୫୦

କାଳବେଳା- ଦିବା ୧୦.୧୫ ରୁ ୧୧.୫୦

ବାରବେଳା- ଦିବା ୦୮.୪୦ ରୁ ୧୦.୧୫

କାଳରାତ୍ରି- ରାତ୍ରି ୦୯.୦୦ ରୁ ୧୦.୨୫