ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ମଙ୍ଗଳବାର । ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥ- ୮ମୀ ଦିବା ୦୧.୨୪ ଗତେ ୯ମୀ ,ଘାତଚନ୍ଦ୍ର- ନାସ୍ତି,ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ ।
Also Read
ଶୁଭ ସମୟ:
ଦିବା- ୦୮.୩୯ ରୁ ୧୦.୩୧
ଦିବା- ୦୧.୦୧ରୁ ୦୧.୨୦
ଦିବା-୦୪.୨୭ ରୁ ୦୫.୧୧
ସନ୍ଧ୍ୟା-୦୬.୦୧ ରୁ ୦୬.୪୭
ରାତ୍ରି- ୦୯.୦୫ ରୁ ୧୧.୨୩
ରାତ୍ରି-୦୧.୪୧ ରୁ ୦୩.୧୨
ଅଧିକ ପଢ଼ନ୍ତୁ: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ
ଅଶୁଭ ସମୟ:
ରାହୁକାଳ - ଦିବା ୦୨.୫୪ ରୁ ୦୪.୨୭
କାଳବେଳା- ଦିବା ୦୧.୨୦ ରୁ ୦୨.୫୪
ବାରବେଳା- ପ୍ରାତଃ ୦୭.୦୫ ରୁ ୦୮.୩୯
କାଳରାତ୍ରି- ସନ୍ଧ୍ୟା ୦୭.୨୭ ରୁ ୦୮.୫୩