Panchang Today 15th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଦିବା ୦୪.୪୮ ଗତେ ମୀନ ତିଥି- ୧୩ଶୀ ରାତ୍ରି ୧୨.୧୯ ଗତେ ୧୪ଶୀ, ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର , ଦିବା ୦୪.୪୮ ଗତେ ଧନୁ ରାଶିର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୦୭ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭସମୟ:

ପ୍ରାତଃ- ୦୫.୪୪ ରୁ ୦୭.୧୧

ଦିବା- ୦୮.୩୮ ରୁ ୧୧.୦୯

ସନ୍ଧ୍ୟା- ୦୫.୧୯ ରୁ ୦୬.୫୨

ରାତ୍ରି- ୦୮.୨୫ ରୁ ୦୮.୩୮

ରାତ୍ରି- ୦୯.୨୮ ରୁ ୧୧.୫୭

ରାତ୍ରି- ୦୧.୩୬ ରୁ ୦୩.୧୬

ରାତ୍ରି- ୦୪.୦୫ ରୁ ୦୫.୪୫

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁଶୋଧନ ନକରି ଗୃହନିର୍ମାଣ କଲେ ଗୃହକର୍ତ୍ତାଙ୍କୁ ଆସେ ମହାବିପତ୍ତି

ଅଶୁଭସମୟ:

ରାହୁକାଳ- ଦିବା ୦୨.୨୫ ରୁ ୦୩.୫୨

କାଳବେଳା- ଦିବା ୧୨.୫୯ ରୁ ୦୨.୨୫

ବାରବେଳା- ପ୍ରାତଃ ୦୭.୧୧ ରୁ ୦୮.୩୮

କାଳରାତ୍ରି- ସନ୍ଧ୍ୟା ୦୬.୫୨ ରୁ ୦୮.୨୫