Panchang Today 15th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୫ ତାରିଖ ସୋମବାର ଚନ୍ଦ୍ର- କୁମ୍ଭ ରାତ୍ରି ୧୨.୩୮ ଗତେ ମୀନ ତିଥି- ୫ମୀ ରାତ୍ରି ୦୨.୧୬ ଗତେ ୬ଷ୍ଠୀ

Panchang

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୫ ତାରିଖ ସୋମବାର ଚନ୍ଦ୍ର- କୁମ୍ଭ ରାତ୍ରି ୧୨.୩୮ ଗତେ ମୀନ ତିଥି- ୫ମୀ ରାତ୍ରି ୦୨.୧୬ ଗତେ ୬ଷ୍ଠୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ରାତ୍ରି ୧୨.୩୮ ଗତେ ଧନୁ ରାଶିର ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ଦିବା ୦୮.୦୭ ଗତେ ୧ ପାଦ କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୬.୧୦ ପର୍ଯ୍ୟନ୍ତ

ଶୁଭ ସମୟ

ପ୍ରାତଃ- ୦୬.୨୭ ରୁ ୦୭.୪୯

ଦିବା- ୧୦.୫୦ ରୁ ୦୧.୦୧

ଦିବା-୦୪.୦୧ ରୁ ୦୪.୪୦

ସନ୍ଧ୍ୟା- ୦୬.୧୬ ରୁ ୦୮.୫୨

ରାତ୍ରି- ୧୧.୫୫ ରୁ ୦୨.୫୮

ଅଧିକ ପଢ଼ନ୍ତୁ: ଘରେ ବାସ୍ତୁଦୋଷ ଅଛି କି; ଜାଣନ୍ତୁ ଏହି ୫ଟି ସଂଶୋଧନ ନିୟମ

ଅଶୁଭ ସମୟ

ରାହୁକାଳ- ପ୍ରାତଃ ୦୭.୪୯ ରୁ ୦୯.୧୧

କାଳବେଳା- ପ୍ରାତଃ ୦୭.୪୯ ରୁ ୦୯.୧୧

ବାରବେଳା- ଦିବା ୦୨.୩୯ ରୁ ୦୪.୦୧

କାଳରାତ୍ରି- ରାତ୍ରି ୧୦.୧୭ ରୁ ୧୧.୫୫