• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ଗୁରୁବାର । ଚନ୍ଦ୍ର- ମେଷ ଅହୋରାତ୍ର,ତିଥି- ୧୩ଶୀ ଦିବା ୦୯.୪୩ ଗତେ ୧୪ଶୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର ,ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ:

ପ୍ରାତଃ-୦୫.୫୮ ରୁ ୦୭.୨୭

ସନ୍ଧ୍ୟା-୦୫.୫୫ ରୁ ୦୯.୨୨

ରାତ୍ରି- ୦୧.୦୮ ରୁ ୦୩.୨୩

ରାତ୍ରି-୦୪.୧୫ ରୁ ୦୫.୫୯

ଅଶୁଭ ସମୟ:

ରାହୁକାଳ-ଦିବା ୧୨.୫୪ ରୁ ୦୨.୧୭

କାଳବେଳା- ଦିବା ୦୨.୧୭ ରୁ ୦୩.୪୦

ବାରବେଳା- ଦିବା ୦୩.୪୦ ରୁ ୦୫.୦୩

କାଳରାତ୍ରି- ରାତ୍ରି ୧୧.୩୧ ରୁ ୦୧.୦୮

OTV is now on Whatsapp

Join and get latest news update delivered to you via whatsapp

Join Now