Panchang Today 14th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ନବମୀ ଦିବା ୧୦.୨୪ ଗତେ ଦଶମୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି।

Panchanga

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ନବମୀ ଦିବା ୧୦.୨୪ ଗତେ ଦଶମୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି।

ଶୁଭ ସମୟ

ପ୍ରାତଃ- ୦୫.୩୦ ରୁ ୦୭.୧୧

ଦିବା- ୧୦.୧୫ ରୁ ୧୧.୨୫

ଦିବା-୦୧.୫୮ ରୁ ୦୫.୨୧

ସନ୍ଧ୍ୟା- ୦୬.୫୭ ରୁ ୧୦.୪୩

ରାତ୍ରି-୦୧.୪୪ ରୁ ୦୨.୪୦

ରାତ୍ରି-୦୪.୦୫ ରୁ ୦୫.୩୦

ଅଧିକ ପଢ଼ନ୍ତୁ: ଘରେ ସୁଖ ଓ ସମୃଦ୍ଧି ବଜାୟ ରଖିବା ପାଇଁ ଆପାଣାନ୍ତୁ ଏହି ଉପାୟ

ଅଶୁଭ ସମୟ

ରାହୁକାଳ- ଦିବା ୧୧.୫୧ ରୁ ୦୧.୨୬

କାଳବେଳା- ଦିବା ୦୮.୪୦ ରୁ ୧୦.୧୫

ବାରବେଳା- ଦିବା ୧୧.୫୧ ରୁ ୦୧.୨୬

କାଳରାତ୍ରି- ରାତ୍ରି ୦୨.୪୦ ରୁ ୦୪.୦୫