Panchang Today 13th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଆପଣଙ୍କ ଶୁଭ ଓ ଅଶୁଭ ସମୟ..

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଗୁରୁବାର ।ଚନ୍ଦ୍ର – ମେଷ ରାତ୍ରି ୦୧.୫୮ ଗତେ ବୃଷ ,ତିଥି – ୧୧ଶୀ ସନ୍ଧ୍ୟା ୦୬.୨୫ ଗତେ ୧୨ଶୀ ,ଘାତ ଚନ୍ଦ୍ର – ବିଛା ଅହୋରାତ୍ର,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ସନ୍ଧ୍ୟା ୦୬.୨୫ ଗତେ ୨ପାଦ-ପଶୁ ଓ ବଂଶହାନି - ଅନ୍ନ ଓ ତିଳକାଞନ ଦାନ

ଶୁଭ ସମୟ:

ପ୍ରାତଃ ୦୫.୧୯ ରୁ ୦୬.୧୧

ଦିବା ୦୯.୪୧ ରୁ ୧୧.୨୬

ସନ୍ଧ୍ୟା ୦୭.୦୯ ରୁ ୦୯.୧୯

ରାତ୍ରି ୦୧.୧୪ ରୁ ୦୨.୨୫

ରାତ୍ରି ୦୩.୫୨ ରୁ ୦୫.୧୯

ଅଧିକ ପଢ଼ନ୍ତୁ: Vastu Tips: ଆପଣଙ୍କ ଘରୁ ବାରମ୍ବାର ଚୋରି ହେଉଛି କି; ଜାଣନ୍ତୁ କାରଣ-ନିରାକରଣ

ଅଶୁଭ ସମୟ:

ଋାହୁକାଳ – ଦିବା ୦୧.୩୦ ରୁ ୦୩.୦୮

କାଳବେଳା – ଦିବା ୦୩.୦୮ ରୁ ୦୪.୪୭

ବାରବେଳା – ଦିବା ୦୪.୪୭ ରୁ ୦୬.୨୫

କାଳରାତ୍ରି – ରାତ୍ରି ୧୧.୫୨ ରୁ ୦୧.୧୪

ଅଧିକ ପଢ଼ନ୍ତୁ: Vastu Tips: ଏହି ବାସ୍ତୁ ଦୋଷ ଥିଲେ ଆପଣ ହୋଇଯିବେ ଦରିଦ୍ର; ଜାଣନ୍ତୁ ପ୍ରତିକାର