• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଅହୋରାତ୍ର । ତିଥି- ୮ମୀ ଦିବା ୦୯.୩୧ ଗତେ ୯ମୀ । ଘାତଚନ୍ଦ୍ର- ନାସ୍ତି । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୦.୪୩ ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ

ଦିବା- ୦୮.୪୦ ରୁ ୧୦.୩୫

ଦିବା-୦୧.୦୭ ରୁ ୦୧.୨୬

ଦିବା-୦୪.୩୭ ରୁ ୦୫.୨୧

ସନ୍ଧ୍ୟା- ୦୬.୧୨ ରୁ ୦୬.୫୭

ରାତ୍ରି-୦୯.୧୩ ରୁ ୧୧.୨୮

ରାତ୍ରି-୦୧.୪୪ ରୁ ୦୩.୧୪

ଅଶୁଭ ସମୟ

ରାହୁକାଳ- ଦିବା ୦୩.୦୨ ରୁ ୦୪.୩୭

କାଳବେଳା- ଦିବା ୦୧.୨୬ ରୁ ୦୩.୦୨

ବାରବେଳା- ପ୍ରାତଃ ୦୭.୦୫ ରୁ ୦୮.୪୦

କାଳରାତ୍ରି- ରାତ୍ରି ୦୭.୩୭ ରୁ ୦୯.୦୨

OTV is now on Whatsapp

Join and get latest news update delivered to you via whatsapp

Join Now