/odishatv-khabar/media/post_attachments/uploadimage/library/16_9/16_9_0/Panchang_1731379492.jpg)
Panchang
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ମଙ୍ଗଳବାର। ଚନ୍ଦ୍ର- ମୀନ ଅହୋରାତ୍ର,ତିଥି- ୧୧ଶୀ ଦିବା ୦୪.୦୫ ଗତେ ୧୨ଶୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- ମକର ରାଶିର ପୁଷ୍କର ଦୋଷ- ୨-ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ ପ୍ରାତଃ ୦୭.୫୧ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୪.୦୫ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
Advertisment
ଶୁଭ ସମୟ:
ପ୍ରାତଃ-୦୫.୫୭ ରୁ ୦୬.୪୧
ଦିବା- ୦୮.୪୪ ରୁ ୧୧.୦୮
ସନ୍ଧ୍ୟା-୦୫.୦୪ ରୁ ୦୬.୪୦
ରାତ୍ରି- ୦୮.୧୭ ରୁ ୦୮.୩୦
ରାତ୍ରି-୦୯.୨୨ ରୁ ୧୧.୫୬
ରାତ୍ରି-୦୧.୩୯ ରୁ ୦୩.୨୩
ରାତ୍ରି-୦୪.୧୪ ରୁ ୦୫.୫୭
ଅଶୁଭ ସମୟ:
ରାହୁକାଳ-ଦିବା ୦୨.୧୭ ରୁ ୦୩.୪୦
କାଳବେଳା- ଦିବା ୧୨.୫୪ ରୁ ୦୨.୧୭
ବାରବେଳା- ପ୍ରାତଃ ୦୭.୨୦ ରୁ ୦୮.୪୪
କାଳରାତ୍ରି-ସନ୍ଧ୍ୟା ୦୬.୪୦ ରୁ ୦୮.୧୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)