Panchang Today 12th April 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୨ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchanga

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୨ ତାରିଖ ଶୁକ୍ରବାର । ଚନ୍ଦ୍ର- ବୃଷ ଅହୋରାତ୍ର,ତିଥ- ୪ର୍ଥୀ ଦିବା ୦୧.୧୨ ଗତେ ୫ମୀ,ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର,ଘାତବାର- ବିଛା,ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ:

ପ୍ରାତଃ -୦୫.୩୪ ରୁ ୦୬.୨୪

ପ୍ରାତଃ-୦୭.୧୪ ରୁ ୦୮.୪୧

ଦିବା- ୧୨.୧୨ ରୁ ୦୨.୪୧

ଦିବା-୦୪.୨୦ ରୁ ୦୬.୦୦

ରାତ୍ରି- ୦୭.୩୨ ରୁ ୦୮.୫୩

ରାତ୍ରି-୦୧.୪୨ ରୁ ୦୪.୦୧

ଅଧିକ ପଢ଼ନ୍ତୁ: ଘରର ଏହି କୋଣରେ କରିଛନ୍ତି କି ପାଇଖାନା; ଆଣିଥାଏ ମହାବିପତ୍ତି

ଅଶୁଭ ସମୟ:

ରାହୁକାଳ - ଦିବା ୧୦.୧୪ ରୁ ୧୧.୪୭

କାଳବେଳା- ଦିବା ୧୦.୧୪ ରୁ ୧୧.୪୭

ବାରବେଳା- ଦିବା ୦୮.୪୧ ରୁ ୧୦.୧୪

କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୦