Advertisment

Panchang Today 11th June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୧୧ ତାରିଖ ବୁଧବାର । ଚନ୍ଦ୍ର- ବିଛା ରାତ୍ରି ୦୮.୧୦ ଗତେ ଧନୁ । ତିଥି - ପୂର୍ଣ୍ଣିମା ଦିବା ୦୧.୧୩ ଗତେ ପ୍ରତିପଦ । ଘାତଚନ୍ଦ୍ର- ରାତ୍ରି ୦୮.୧୦ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି ।

author-image
Deepak Acharya
ଅଦ୍ୟତନ ହୋଇଛି
undefined

Panchang

ସୈାର ବୃଷ ମାସ  ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୧୧ ତାରିଖ ବୁଧବାର । ଚନ୍ଦ୍ର- ବିଛା ରାତ୍ରି ୦୮.୧୦ ଗତେ ଧନୁ । ତିଥି - ପୂର୍ଣ୍ଣିମା ଦିବା ୦୧.୧୩ ଗତେ ପ୍ରତିପଦ । ଘାତଚନ୍ଦ୍ର- ରାତ୍ରି ୦୮.୧୦ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି ।

Advertisment

ଶୁଭ ସମୟ –

ପ୍ରାତଃ – ୦୭.୪୯ ରୁ ୦୮.୨୮
ଦିବା – ୧୦.୦୭ ରୁ ୧୧.୨୦
ଦିବା – ୦୧.୫୮ ରୁ ୦୫.୨୯
ସନ୍ଧ୍ୟା – ୦୬.୨୧ ରୁ ୦୯.୫୮
ରାତ୍ରି – ୧୨.୦୮ ରୁ ୦୧.୩୪

ଅଶୁଭ ସମୟ-

ରାହୁକାଳ- ଦିବା ୧୧.୪୬ ରୁ ୦୧.୨୫
କାଳବେଳା- ଦିବା ୦୮.୨୮ ରୁ ୧୦.୦୭
ବାରବେଳା- ଦିବା ୧୧.୪୬ ରୁ ୦୧.୨୫
କାଳରାତ୍ରି- ରାତ୍ରି ୦୨.୨୮ ରୁ ୦୩.୪୯

Advertisment
Panchang
Advertisment
Related Articles
Advertisment