Advertisment

Panchang Today 10th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୦ ବୁଧବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି - ୧୪ଶୀ ରାତ୍ରି ୦୮.୧୧ ଗତେ ଅମାବାସ୍ୟା

ଅଦ୍ୟତନ ହୋଇଛି
Panchang Today 10th Jan 2024

Panchanga

Advertisment

ସୈାର ଧନୁମାସ  ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୦ ବୁଧବାର ଚନ୍ଦ୍ର- ଧନୁ ଅହୋରାତ୍ର  ତିଥି- ୧୪ଶୀ ରାତ୍ରି ୦୮.୧୧ ଗତେ ଅମାବାସ୍ୟା ଘାତଚନ୍ଦ୍ର-  ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ନାସ୍ତି

Advertisment

ଶୁଭ ସମୟ

ପ୍ରାତଃ- ୦୬.୨୭ ରୁ ୦୮.୩୭

ଦିବା- ୧୦.୪୮ ରୁ ୧୧.୫୩

ଦିବା- ୦୧.୪୨ ରୁ ୦୩.୫୩

ସନ୍ଧ୍ୟା- ୦୬.୧୩ ରୁ ୦୭.୦୫

ରାତ୍ରି- ୦୮.୫୦ ରୁ ୦୩.୧୦

ନିଶାନ୍ତ- ୦୪.୪୯ ରୁ ୦୬.୨୭

ଅଧିକ ପଢ଼ନ୍ତୁ: ବାସ୍ତୁର ଏହି ଗୁରୁତ୍ୱପୂର୍ଣ୍ଣ ନିୟମଗୁଡିକୁ ନ ମାନିଲେ ଆସେ ବିପତ୍ତି

ଅଶୁଭ ସମୟ

ରାହୁକାଳ - ଦିବା ୧୧.୫୩ ରୁ ୦୧.୧୫

କାଳବେଳା- ଦିବା ୦୯.୧୦ ରୁ ୧୦.୩୨

ବାରବେଳା- ଦିବା ୧୧.୫୩ ରୁ ୦୧.୧୫

କାଳରାତ୍ରି- ରାତ୍ରି ୦୩.୧୦ ରୁ ୦୪.୪୯

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ