• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର
ତିଥି– ୨ୟା ଦିବା ୦୯/୪୫ ଗତେ ୩ୟା
ଚନ୍ଦ୍ର – ଧନୁ ସନ୍ଧ୍ୟା ୦୫/୫୫  ଗତେ ମକର
ଘାତ ଚନ୍ଦ୍ର-  ତୁଳା,  କୁମ୍ଭ ରାଶିର ସନ୍ଧ୍ୟା ୦୫/୫୫  ଗତେ ସିଂହ ରାଶିର
ଘାତ ବାର - ତୁଳା,  କୁମ୍ଭ ରାଶିର, 
ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,୧ପାଦ -ପଶୁ ସମ୍ପଦ ନାଶ-ଅନ୍ନ ଦାନ ଦିବା ୯/୪୫ ପର୍ଯ୍ୟନ୍ତ, ତତ୍ପରେ ଦିବା ୧୨/୩୭/୩୬ ଗତେ ୧ ପାଦ - କୁଟୁମ୍ଭ ହାନି- ତିଳକାଞ୍ଚନ ଦାନ ।

ଶୁଭ ସମୟ- 
ପ୍ରାତଃ ୦୫/୧୧ ରୁ ୦୬/୦୩ 
ଦିବା ୦୯/୩୫ ରୁ ୧୧/୨୦ 
ସନ୍ଧ୍ୟା  ୦୭/୦୬ ରୁ ୦୯/୧୬
ରାତ୍ରି  ୦୧/୦୮ ରୁ ୦୨/୧୮
ରାତ୍ରି ୦୩/୪୫ ରୁ ୦୫/୧୧

ଅଶୁଭ ସମୟ:-
ରାହୁକାଳ-  ଦିବା ୦୧/୨୬ ରୁ ୦୩/୦୫ 
କାଳବେଳା-  ଦିବା ୦୪/୪୪ ରୁ ୦୪/୪୪
ବାରବେଳା – ଦିବା ୦୪/୪୪ ରୁ ୦୬/୧୮
କାଳରାତ୍ରି-  ରାତ୍ରି ୧୧/୪୭ ରୁ ୦୧/୦୮

ଆଜିର ରାଶିଫଳ:-

ମେଷ
ଅଶ୍ୱନୀ – ଯାନବାହନରେ ସଂସ୍କାର ଆଣିବା ସହିତ ଭ୍ରମଣ କରିପାରନ୍ତି 
ଦ୍ୱିଜା – ଶିଳ୍ପ କ୍ଷେତ୍ରରେ ଉତ୍ପାଦନ ସୀମିତ ରହିବ
କୃତିକା – କଠିନ କର୍ମ ସମ୍ପନ କରି ପ୍ରଂଶସା ଅର୍ଜନ କରିବେ
ପ୍ରତିକାର-  ଲାଲ ରଙ୍ଗର ଗାଇର ଖୁରାକୁ ଛୁଇଁ ପ୍ରଣାମ କରନ୍ତୁ

ବୃଷ
କୃତିକା  - ଶାରିରୀକ ଦୁର୍ବଳତା ଦେଖାଦେବ
ରୋହିଣୀ – ଆକସ୍କିକ ବିପଦ ଦେଖାଦେଇପାରେ
ମୃଗଶିରା – ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ
ପ୍ରତିକାର – ଗାଇକୁ ଦୂବ ଘାସକୁ ନିଜ ହାତରେ ଖାଇବାକୁ ଦିଅନ୍ତୁ

ମିଥୁନ:-
ମୃଗଶିରା- ପିଲାମାନେ ଶାନ୍ତି ପ୍ରିୟ ହେବେ
ଆଦ୍ରା-  ବ୍ୟବସାୟରେ ଆୟବ୍ୟୟ ସମାନ ରହିବ
ପୁନର୍ବସୁ -  ରାଜନୈତିକ ନେତା ମାନେ ଶାନ୍ତିକାରୀ ହେବେ
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

କର୍କଟ:-
ପୁନର୍ବସୁ - ପିଲାମାନେ କର୍ମପଥରେ ଅଗ୍ରସର ହେବେ
ପୁଷ୍ୟା – କୃଷି କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ
ଅଶ୍ଳେଷା – ଉତ୍ସାହ, ପ୍ରେରଣା ପାଇଁ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ
ପ୍ରତିକାର – ଅରୁଆ ଚାଉଳରେ ମହୁ ମିଶାଇ ଜଳରେ ଭସାୟି ଦିଅନ୍ତୁ  

ସିଂହ:-
ମଘା – ଜଣେ  ଅଜଣା ବ୍ୟକ୍ତି ଆପଣଙ୍କର ମାଗ ଦର୍ଶନ ସାଜି ପାରନ୍ତି 
ପୂ , ଫାଲଗୁନୀ -  ବହୁତ ଦିନର ଅପୂର୍ବଆଶା ପୂରଣ ହେବ 
ଉ ,ଫାଲଗୁନୀ – ଅଭାବ ଦୂର କରିବାକୁ ପ୍ରୟାସ କରିବେ
ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ

କନ୍ୟା:-
ଉ , ଫାଲଗୁନୀ - ବ୍ୟବସାୟ ସଂପୂର୍ଣ୍ଣ କ୍ଷତିରେ ଚାଲିପାରନ୍ତି
ହସ୍ତା -  ମାଲିମକନ୍ଦମାରେ ପଡି ଖର୍ଚ୍ଚାନ୍ତ ହୋଇପାରନ୍ତି
ଚିତ୍ରା – ଗୃହ ଚିନ୍ତାରେ ବ୍ୟତିବ୍ୟସ୍ତ ହୋଇ ପଡିବେ 
ପ୍ରତିକାର -   ନାରାୟଣଙ୍କୁ ତୁଳସୀ ପତ୍ର ଭୋଗ କରନ୍ତୁ

ତୁଳା:- 
ଚିତ୍ରା – ପରିଶ୍ରମରୁ ଜୀବନ ସୁଖମୟ ହେବ
ସ୍ୱାତୀ – ସତର୍କତାର ସହ କାମ କରିଲେ ସଫଳତା ମିଳିବ
ବିଶାଖା – ସାହିତ୍ୟ କବିତା ଅବସରରେ ଯୋଗ ଦେବେ
ପ୍ରତିକାର – ଭାର୍ଗବୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ବିଛା:-
ବିଶାଖା - ପ୍ରିୟ ଲୋକଙ୍କ  ସହିତ ଆନନ୍ଦିତ ହେବେ
ଅନୁରାଧା -  ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ
ଜ୍ୟେଷ୍ଠା  –  କୌଣସି ନୂତନ ଜାଗା କ୍ରୟ କରିବାକୁ ସୁଯୋଗ ପାଇବେ 
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ:-
ମୂଳା– ଚାକିରିରେ ପ୍ରାଧ୍ୟନ ମିଳିବ ଓ ପ୍ରଶଂସିତ ହେବେ
ପୂ , ଷାଢା – ସାଧୁ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି
ଉ , ଷାଢା – ଭାଇ-ଭାଇ ମଧ୍ୟରେ ସୁ- ସଂପର୍କ ସୁଦୃଢ ହେବ
ପ୍ରତିକାର – ଗୁରୁଜନ ମାନଙ୍କର ଆଜ୍ଞା ପାଳନ କରନ୍ତୁ

ମକର:-
ଉ , ଷାଢା -  ଅଳ୍ପ କଥାରେ ବିରକ୍ତି ଭାବ ପ୍ରକାଶ କରିବେ
ଶ୍ରବଣା – ଆଶାଶୂନ୍ୟ  ପରିସି୍ଥତିରୁ  ମାନସିକ  ଅବସାଦ  ଦେଖାଦେବ
ଧନିଷ୍ଠା – ଦୂର୍ଘଟଣାର ସମ୍ଭାବନା ଅଛି, ସତର୍କ ରୁହନ୍ତୁ
ପ୍ରତିକାର – ସକାଳୁ ଗାଧୋଇ ସାରି ବରଗଛ ମୂଳରେ କ୍ଷୀର ଢାଳନ୍ତୁ

କୁମ୍ଭ
ଧନିଷ୍ଠା -   ଚାକିରୀ କ୍ଷେତ୍ରରେ ଶ୍ରମ ବୃଦ୍ଧି ହେବ
ଶତଭିଷା – ସାଂସାରିକ ନୂତନ ଦର୍ଶନ ପାଇବ
ପୂ , ଭାଦ୍ରପଦ  – ଅର୍ଥ ଲାଭ ସାଙ୍ଗକୁ ଖୋଜୁଥିବା ଜିନିଷ ହଠାତ୍ ପାଇଯିବେ
ପ୍ରତିକାର – ଶନି ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ମୀନ
ପୂ , ଭାଦ୍ରପଦ - ସାହସ ବାନ୍ଧି କୌଣସି  କାମ ଆରମ୍ଭ କରି ଅବଶ୍ୟ ସଫଳତା ପାଇବେ 
ଉ , ଭଦ୍ରପଦ - ଯୁକ୍ତିଯୁକ୍ତ କଥା କହି ପରିସି୍ଥତିକୁ ସୁଧାର ନେବେ
ରେବତୀ – ଜଣେ ବନ୍ଧୁ ଆଜି ଆପଣଙ୍କ ସକାଶେ ହିତକର ହେବ
ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ରକୁ ୨୧ ଥର  ପାଠ କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)