ଅଦ୍ୟତନ ହୋଇଛି
ଟି-ସେତୁ ଉପରେ ଦଳାଚକଟା
Advertisment
ବଡ଼ମ୍ବା-ଗୋପୀନାଥପୁର ଟି ସେତୁରେ ଦଳାଚକଟା। ଟି ସେତୁ ଉପରେ ଦଳା ଚକଟା ହେବାରୁ ୧୨ ଜଣ ଗୁରୁତର ହୋଇଛନ୍ତି। ମକରମେଳା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ହୋଇଥିଲା। ମହାନଦୀ ଉପରେ କିଛି ମାସ ତଳେ ଲୋକାର୍ପିତ ହୋଇଥିଲା ଟି-ବ୍ରିଜ। ଆହତଙ୍କୁ ବଡ଼ମ୍ବା ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ମଧ୍ୟ ଅଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673696114.jpg)