Advertisment

ପୋଲିସ ଭ୍ୟାନକୁ ପିଟିଲା ୧୦୮ ଆମ୍ବୁଲାନ୍ସ; ହୋମଗାର୍ଡ ମୃତ, ଆଇଆଇସି ଆହତ

ପୋଲିସ ଗାଡ଼ି ସଂପୂର୍ଣ୍ଣ ଚୁରମାର୍ । ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବା ବେଳେ ଆଇଆଇସିଙ୍କ ସମେତ ୪ ଜଣ ଆହତ।

ଅଦ୍ୟତନ ହୋଇଛି
Police Van-108 Ambulance Collision

Police Van-108 Ambulance Collision

Advertisment

ଜୀବନ ବଞ୍ଚିବା ପାଇଁ ଡାକ୍ତରଖାନା ପହଞ୍ଚିବାକୁ ପ୍ରଥମେ ଖୋଜାପଡ଼େ ଆମ୍ବୁଲାନ୍ସ । ମାତ୍ର ଜୀବନ ନେଇଗଲା ଆମ୍ବୁଲାନ୍ସ । ବାରିପଦାରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା । ବାରିପଦାର ଉଦଳାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପୋଲିସ ଭ୍ୟାନକୁ ଧକ୍କା ଦେଇଛି ୧୦୮ ଆମ୍ବୁଲାନ୍ସ । ଏଥିରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଥିବା ବେଳେ ଆଇଆଇସିଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ସଦସ୍ୟ ନିଖୋଜ

ଉଦଳା ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଦୁର୍ଘଟଣା । ଏଥିରେ ପୋଲିସ ଗାଡ଼ି ସଂପୂର୍ଣ୍ଣ ଚୁରମାର୍ ହୋଇଯାଇଛି । ଗୁରୁତର ଆଇଆଇସି ଓ ଡ୍ରାଇଭରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ନିଶାସକ୍ତ ବ୍ୟକ୍ତିଙ୍କ ବର୍ବର କାଣ୍ତ; ଚାଲିଗଲା ମହିଳାଙ୍କ ଜୀବନ, ୮ ଆହତ...

Road Accident 108 Ambulance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ