Advertisment

Car Accident Sambalpur: ଡିଭାଇଡରକୁ ପିଟିଲା କାର; ୨ମୃତ

ସମ୍ବଲପୁର ଜିଲ୍ଲା  ବୁର୍ଲା ଥାନା ଲଡ଼ୁଖାଇ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡିଭାଇଡରରେ ଏକ କାର ପିଟି ହୋଇ ୨ଜଣଙ୍କର ମୃୃତ୍ୟୁ ହୋଇଛି । ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Accident

Accident

Advertisment

ସମ୍ବଲପୁର ଜିଲ୍ଲା  ବୁର୍ଲା ଥାନା ଲଡ଼ୁଖାଇ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଡିଭାଇଡରରେ ଏକ କାର ପିଟି ହୋଇ ୨ଜଣଙ୍କର ମୃୃତ୍ୟୁ ହୋଇଛି । ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି।  ମୃତକ ହେଲେ ମନୀଷ ୟାଦବ ଓ ସୁବ୍ରତ ସାହୁ। ଆହତ ସୌରଭ ଗୁପ୍ତା ଏବଂ ଆକାଶ ପଟ୍ଟନାୟକଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ସମ୍ବଲପୁର ଗୋଡଭଗା ଅଞ୍ଚଳର ବୋଲି ଜଣାପଡ଼ିଛି।

Advertisment

ଅଧିକ ପଢନ୍ତୁ: ଚାଞ୍ଚଲ୍ୟ ! ଶୋଇଥିବା ବେଳେ ଫାର୍ମ ହାଉସ୍ ମାଲିକଙ୍କୁ ଗୁଳିକରି ହତ୍ୟା

ଗତକାଲି ବିଳମ୍ବିତ ରାତିରେ କାରରେ ୪ଜଣ  ସମ୍ବଲପୁରରୁ ଗୋଡ଼ଭଗା ଅଭିମୁଖେ ଯାଉଥିଲେ। ଏହି ସମୟରେ  ବୁର୍ଲା ଥାନା ଲଡ଼ୁଖାଇ ନିକଟରେ କାର୍‌ଟି ଡିଭାଇଡରରେ ପିଟି ହୋଇଥିଲା। ପୋଲିସ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଥିସହ ମୃତଦେହକୁ ଉଦ୍ଧାର କରି  ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଦୁର୍ଘଟଣାରେ କାର୍‌ଟି ଭାଙ୍ଗିରୁଜି ଯାଇଛି। 

Advertisment

    ଅଧିକ ପଢନ୍ତୁ: ଉଦ୍ଧାର ଅପେକ୍ଷାରେ ୮ ଜୀବନ, ଆଉ ମାତ୍ର କେଇ ମିଟର...

Accident 2 Killed In Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ