/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753866989.jpg)
Bus Carrying ITBP Jawans Falls Off Bridge Into River
ଜମ୍ମୁ କାଶ୍ମୀରରେ ବଡ଼ ବସ ଦୁର୍ଘଟଣା । ଇଣ୍ଡୋ ତିବ୍ଦତିଆ ବର୍ଡର ପୋଲିସ ବା ITBP ଯବାନଙ୍କୁ ନେଇ ଯାଉଥିବା ବସ ସିନ୍ଦ୍ ନଦୀରେ ଖସି ପଡ଼ିଛି । ଜମ୍ମୁ କାଶ୍ମୀରର କୁଲାନ ନିକଟରେ ଏହି ଦୁର୍ଘଟଣା ହୋଇଛି । ପ୍ରବଳ ବର୍ଷା ଯୋଗୁ ବସଟି କୁଲାନ ବ୍ରିଜ ଉପରୁ ନଦୀକୁ ଖସି ପଡ଼ିଥିବା ସୂଚନା ମିଳିଛି ।
Advertisment
ଘଟଣା ସ୍ଥଳରେ ଷ୍ଟେଟ୍ ଡିଜାଷ୍ଟର ରେସପନ୍ସ ଫୋର୍ସ ପହଞ୍ଚି ରେସ୍କ୍ୟୁ ଅପରେସନ ଚଳାଇଛନ୍ତି । ତେବେ ଏହି ଦୁର୍ଘଟଣାରେ ମୃତାହତ ନେଇ ସ୍ପଷ୍ଟ ସୂଚନା ଆସିନାହିଁ । ତେବେ ITBP ଯବାନଙ୍କ ଅନେକ ଅସ୍ତ୍ରଶସ୍ତ୍ର ନଦୀ ପାଣିରେ ଭାସିଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)