Advertisment

Two ISIS Terrorists: ଦିଲ୍ଲୀରେ ବଡ଼ ବିସ୍ଫୋରଣ ଯୋଜନା ପଣ୍ଡ , ୨ ଆତଙ୍କୀ ଗିରଫ

ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା ଦିଲ୍ଲୀ । ଜନଗହଳି ସ୍ଥାନରେ ଏକାଧିକ ବିସ୍ଫୋରଣ ପାଇଁ ହୋଇଥିଲା ଯୋଜନା । ISIS ଆତଙ୍କବାଦୀ ଢାଞ୍ଚାରେ ଆକ୍ରମଣ ପାଇଁ ପୂରା ଯୋଜନା ପ୍ରସ୍ତୁତ ହୋଇଥିଲା । ତେବେ ଏହାକୁ ପଣ୍ଡ କରିଛି ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ ।

author-image
Manas Ranjan Mohanty
Two ISIS Terrorists

Two ISIS Terrorists Photograph: (OTV)

ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା ଦିଲ୍ଲୀ । ଜନଗହଳି ସ୍ଥାନରେ ଏକାଧିକ ବିସ୍ଫୋରଣ ପାଇଁ ହୋଇଥିଲା ଯୋଜନା । ISIS ଆତଙ୍କବାଦୀ ଢାଞ୍ଚାରେ ଆକ୍ରମଣ ପାଇଁ ପୂରା ଯୋଜନା ପ୍ରସ୍ତୁତ ହୋଇଥିଲା । ତେବେ ଏହାକୁ ପଣ୍ଡ କରିଛି ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ । ଏହି ଘଟଣାରେ ୨ ଜଣଙ୍କ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଜନଗହଳି ସ୍ଥାନରେ IED ବିସ୍ଫୋରଣ ପାଇଁ ଏମାନେ ଯୋଜନା କରିଥିଲେ । ଗୁଇନ୍ଦା ଓ ଦିଲ୍ଲୀ ପୋଲିସର ମିଳିତ ରେଡ୍ ବେଳେ ଧରା ପଡ଼ିଛନ୍ତି ୨ ଆତଙ୍କବାଦୀ । ଏହି ଯୋଜନା ପଛରେ ISISର ହାତ ଥିବା ସଂଦେହରେ ଚାଲିଛି ତନାଘନା । ଗିରଫ ୨ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଦିଲ୍ଲୀ ବାସିନ୍ଦା ହୋଇଥିବା ବେଳେ ଅନ୍ୟଜଣେ ମଧ୍ୟପ୍ରଦେଶର।  

Advertisment

ଆତଙ୍କୀଙ୍କ ଟାର୍ଗେଟରେ ଥିଲା ଦିଲ୍ଲୀ
ଦିଲ୍ଲୀରେ ବଡ଼ ବିସ୍ଫୋରଣ ଯୋଜନା ପଣ୍ଡ; ୨ ଆତଙ୍କୀ ଗିରଫ
IED ବିସ୍ଫୋରଣ ପାଇଁ ଯୋଜନା କରୁଥିବା ISIS ମଡ୍ୟୁଲ୍ ଧ୍ୱଂସ
ଗୁଇନ୍ଦା ଏବଂ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲର ମିଳିତ ରେଡ୍
ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ, ISIS ଲିଙ୍କ୍ ନେଇ ତନାଘନା

Advertisment
Related Articles
Advertisment