/odishatv-khabar/media/media_files/2025/10/16/naxal-2025-10-16-18-51-59.jpg)
naxal Photograph: (OTV)
ଛତିଶଗଡ଼ରେ ୧୭୦ ନକ୍ସଲଙ୍କ ଆତ୍ମସମର୍ପଣ । ଏକ୍ସରେ ସୂଚନା ଦେଲେ ଗୃହ ମନ୍ତ୍ରୀ ଅମିତ ଶାହ । ନକ୍ସଲବାଦ ବିରୋଧରେ ବଡ଼ ସଫଳତା କହିଲେ ଶାହ । ଏହାକୁ ମିଶାଇ ୨ ଦିନରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ । କାଲି ମହାରାଷ୍ଟ୍ରରେ ୬୧ ନକ୍ସଲ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଆସିଥିଲେ । କାଲି ଛତିଶଗଡ଼ରେ ମଧ୍ୟ ୨୭ ନକ୍ସଲ ଅସ୍ତ୍ର ତ୍ୟାଗ କରିଥିଲେ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ମୁକ୍ତ ଦେଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଲେ ଅମିତ ଶାହ ।
#୧୭୦_ନକ୍ସଲଙ୍କ_ଆତ୍ମସମର୍ପଣ
— ଓଟିଭି (@otvkhabar) October 16, 2025
-ଛତିଶଗଡ଼ରେ ୧୭୦ ନକ୍ସଲଙ୍କ ଆତ୍ମସମର୍ପଣ
-ଏକ୍ସରେ ସୂଚନା ଦେଲେ ଗୃହ ମନ୍ତ୍ରୀ ଅମିତ ଶାହ
-ନକ୍ସଲବାଦ ବିରୋଧରେ ବଡ଼ ସଫଳତା କହିଲେ ଶାହ
-ଏହାକୁ ମିଶାଇ ୨ ଦିନରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ
-କାଲି ମହାରାଷ୍ଟ୍ରରେ ୬୧ ନକ୍ସଲ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଆସିଥିଲେ
-କାଲି ଛତିଶଗଡ଼ରେ ମଧ୍ୟ ୨୭ ନକ୍ସଲ… pic.twitter.com/OfD4LezgtE
ସଶକ୍ତ ହେଉଛି ମାଓମୁକ୍ତ ଭାରତ ଗଠନ ଲକ୍ଷ୍ୟ । ଦେଶରେ ମାଓବାଦୀ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୮ରୁ ୧୧କୁ ହ୍ରାସ ପାଇଛି । ସର୍ବାଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ୬ରୁ ୩କୁ ଖସିଛି । କେନ୍ଦ୍ର ସରକାରଙ୍କ ମାଓବିରୋଧୀ ଅଭିଯାନକୁ ବଡ଼ ସଫଳତା ମିଳିଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦିଆଯାଇଛି ।
Historic milestone in eliminating Naxalism.
— गृहमंत्री कार्यालय, HMO India (@HMOIndia) October 15, 2025
Today, number of most affected districts reduced from 6 to just 3, and affected districts to 11 from 18.
Under Modi Ji's vision for a terror-free India, tireless counter-insurgency operations and people-centric development are…
୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶ ମାଓମୁକ୍ତ ହେବ ବୋଲି ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓବାଦୀ ନିହତ ହେଉଥିବା ବେଳେ ନିୟମିତ ବ୍ୟବଧାନରେ ମାଓବାଦୀଙ୍କ ଆତ୍ମସମର୍ପଣ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।
Thriller Style Killing: ବିହାରରୁ ଆସିଥିଲେ ସାର୍ପସୁଟର୍ , ଫୁଲ ପ୍ରୁଫ୍ ପ୍ଲାନିଂ ଓ ଥ୍ରୀଲିଂ ମର୍ଡର...

BJD Conflict: ନବୀନଙ୍କ ଜନ୍ମଦିନରେ କଟକ ବିଜେଡିରେ ଗୋଷ୍ଠୀ କନ୍ଦଳ, ସାଂସଦ ଓ ମେୟରଙ୍କ ମଧ୍ୟରେ ତୁ ତୁ ମେ ମେ

Rupu Singhs Remand Ends: ରୁପୁ ସିଂର ରିମାଣ୍ଡ ଶେଷ, ଜଣାପଡ଼ିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ

Odisha Govt Hikes DA: ନଭେମ୍ବରରୁ ଅଧିକ ଦରମା , ରାଜ୍ୟ ସରକାର ଦେଲେ ଦୀପାବଳି ଭେଟି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)