/odishatv-khabar/media/media_files/2025/12/31/missile-2025-12-31-16-01-20.jpg)
MISSILE Photograph: (OTV)
ପ୍ରଳୟ ବାଲିଷ୍ଟିକ୍ ମିସାଇଲର ସିରିଜ୍ ପରୀକ୍ଷଣ । DRDO ଦ୍ୱାରା ଡିଜାଇନ୍ କରାଯାଇଥିବା ଏହା ଏକ ବହୁମୁଖୀ, କ୍ଷୁଦ୍ର ଦୂରଗାମୀ ମିସାଇଲ ।ବାଲିଷ୍ଟିକ୍ ମିସାଇଲ ଦୁଇଟିର ସିରିଜ୍ ପରୀକ୍ଷଣ ଅବଦୁଲ କଲାମ ଦ୍ବୀପରୁ ଆଜି ସକାଳ ୧୦ଟା ଏବଂ ଏହାର କିଛି ସମୟ ପରେ ଆଉ ଥରେ ପରୀକ୍ଷଣ କରାଯାଇଛି।
ଏହା ଥିଲା ବ୍ୟବହାରିକ ପରୀକ୍ଷଣ। ଭୁପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୫୦ ରୁ ୫୦୦ କିଲୋମିଟର । ଯାହା ରାଡାର ସଂସ୍ଥାପନ, କମାଣ୍ଡ ସେଣ୍ଟର ଏବଂ ଏୟାରଷ୍ଟ୍ରିପ୍ ଭଳି ଲକ୍ଷ୍ୟସ୍ଥଳ ଉପରେ ଉଚ୍ଚ-ନିର୍ଦ୍ଦିଷ୍ଟ ପାରମ୍ପରିକ ଆକ୍ରମଣ କରିପାରିବା ପାଇଁ ଡିଜାଇନ୍ କରାଯାଇଛି।
ଏହା ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ୫୦୦ରୁ ୧ହଜାର କିଲୋଗ୍ରାମ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିପାରିବ। ସଠିକତା ପାଇଁ ଉନ୍ନତ ଇନର୍ସିଆଲ୍ ନାଭିଗେସନ୍ ସିଷ୍ଟମ୍ (INS) ଏବଂ ରେଡିଓ ଫ୍ରିକ୍ୱେନ୍ସି ସିକର୍ ଉପଯୋଗୀ।
ପ୍ରଳୟ ବାଲିଷ୍ଟିକ୍ ମିସାଇଲର ସିରିଜ୍ ପରୀକ୍ଷଣ
ବହୁମୁଖୀ, କ୍ଷୁଦ୍ର ଦୂରଗାମୀ ବାଲିଷ୍ଟିକ୍ ମିସାଇଲର ସିରିଜ୍ ପରୀକ୍ଷଣ
ବାଲେଶ୍ୱର ତଟସ୍ଥିତ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ହେଲା ପରୀକ୍ଷଣ
ଆଜି ସକାଳ ୧୦ଟାରେ ପ୍ରଥମେ ଓ କିଛି ସମୟ ପରେ ଆଉ ଥରେ ପରୀକ୍ଷଣ
ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ଏହାର ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୫୦୦ କି.ମି
୫୦୦-୧୦୦୦ କେଜି ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା
Shorts and Smartphones Bans For Minors: ହାଫ୍ ପ୍ୟାଣ୍ଟ ପିନ୍ଧିପାରିବେନି ପୁଅ-ଝିଅ, ସ୍ମାର୍ଟଫୋନ୍ ବି ଧରିବେ ନାହିଁ

Paddy Lifting Slows Down: ଧାନକିଣା ବିକାକୁ ନେଇ ମଣ୍ଡି ଟେନ୍ସନ୍; ରାଜରାସ୍ତାରେ ଚାଷୀ

Brutally Murdered: ହିନ୍ଦୁଙ୍କୁ ଘରେ ପୂରାଇ ଜାଳିଦେଲେ , ବାଂଲାଦେଶରେ ଲୋମଟାଙ୍କୁରା କାଣ୍ଡ

Moquim’s Straight Talk:ସଫା ସଫା କହିଲେ ମୋକିମ୍, ମୋ ଅଭିଧାନରେ ଅସମ୍ଭବ ବୋଲି କିଛି ନାହିଁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)