Advertisment

Cabinet Reorganisation: ମନ୍ତ୍ରିମଣ୍ଡଳର ସଂପ୍ରସାରଣ; ଉପସ୍ଥିତ ରହିବେ ଶାହ, ନଡ୍ଡା

ଆଜି ଗୁଜରାଟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ। ଦିନ ସାଢେ ୧୧ଟାରେ ହୋଇପାରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବ। ଉପସ୍ଥିତ ରହିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା।

author-image
Chinmayee Sahoo
GUJURAT_CABINET

GUJURAT_CABINET Photograph: (OTV)

ଆଜି ଗୁଜରାଟମନ୍ତ୍ରିମଣ୍ଡଳର ସଂପ୍ରସାରଣ । ଦିନ ସାଢେ ୧୧ଟାରେ ହୋଇପାରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ। ନୂଆମନ୍ତ୍ରୀଙ୍କ ଶପଥ ସମାରୋହରେ ଉପସ୍ଥିତ ରହିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଗତକାଲି ଗୁଜରାଟ ରାଜନୀତିରେ ବଡ଼ ହଲଚଲ୍ ଦେଖିବାକୁ ମିଳିଥିଲା । 
ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ଇସ୍ତଫା ଦେଇଦେଲେ ସବୁ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କ୍ୟାବିନେଟର ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରାଯାଇଥିଲା । ଏହା ରାଜ୍ୟରେ ସମ୍ଭାବ୍ୟ କ୍ୟାବିନେଟ୍ ବିସ୍ତାରର ଏକ ଅଂଶ ବୋଲି କୁହାଯାଉଛି ।

Advertisment
Gujarat
Advertisment
Related Articles
Advertisment