Advertisment

Brahmaputra Apartment: ‍‍ବଡ଼ ଅଘଟଣ, ସାଂସଦ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ....ପୋଡ଼ି ଛାରଖାର ହୋଇଗଲା

ଦିଲ୍ଲୀରେ ବଡ଼ଧରଣର ଅଗ୍ନିକାଣ୍ଡ । ସାଂସଦ ରହୁଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ନିଆଁ ଲାଗି ପୋଡି ଛାରଖାର ହୋଇଯାଇଛି । ଏହି ଆପାର୍ଟମେଣ୍ଟରେ ଅନେକ ରାଜ୍ୟସଭା ସାଂସଦ ରୁହନ୍ତି ।

author-image
Manas Ranjan Mohanty
DELHI-FIRE

DELHI-FIRE Photograph: (OTV)

ଦିଲ୍ଲୀରେ ବଡ଼ଧରଣର ଅଗ୍ନିକାଣ୍ଡ । ସାଂସଦ ରହୁଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ନିଆଁ ଲାଗି ପୋଡି ଛାରଖାର ହୋଇଯାଇଛି । ଏହି ଆପାର୍ଟମେଣ୍ଟରେ ଅନେକ ରାଜ୍ୟସଭା ସାଂସଦ ରୁହନ୍ତି । ଉପର ମହଲାରୁ ପ୍ରଥମେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Advertisment

ଉପର ମହଲାରୁ ଅନ୍ୟ ଆଡକୁ ବ୍ୟାପିଯାଇଥିଲା ନିଆଁ। ଅଗ୍ନିକାଣ୍ଡ ପରେ ୫ରୁ ଅଧିକ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଆପାର୍ଟମେଣ୍ଟଟି ୨୦୨୦ ମସିହାରେ ଉଦଘାଟନ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିଥିଲେ । ଆପର୍ଟମେଣ୍ଟଟି ସଂସଦ ଭବନଠାରୁ ପ୍ରାୟ ୨ଶହ ମିଟର ଦୂରରେ ଅବସ୍ଥିତ । 

Advertisment

ଦିଲ୍ଲୀରେ ବଡ଼ଧରଣର ଅଗ୍ନିକାଣ୍ଡ 
ସାଂସଦ ରହୁଥିବା ଆପାର୍ଟମେଣ୍ଟରେ ନିଆଁ 
ଦିଲ୍ଲୀ ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ 
ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ରୁହନ୍ତି ଅନେକ ସାଂସଦ

Advertisment
Related Articles
Advertisment