/odishatv-khabar/media/media_files/2026/02/05/mahanadi-dispute-2026-02-05-19-14-34.jpg)
Mahanadi Dispute Photograph: (OTV)
ମହାନଦୀ ବିବାଦ ସହମତିରେ ସମାଧାନ ଚାହାନ୍ତି ଓଡ଼ିଶା ଓ ଛତିଶଗଡ଼ । ମହାନଦୀ ଟ୍ରିବ୍ୟୁନାଲକୁ ନେଇ ସଂସଦରେ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରଶ୍ନରେ ଜଳଶକ୍ତି ମନ୍ତ୍ରୀ ରାଜ ଭୂଷଣ ଚୌଧୁରୀ ଏଭଳି ଲିଖିତ ବିବୃତି ରଖିଛନ୍ତି । ସହମତିରେ ସମାଧାନ ପାଇଁ ଉଭୟ ଛତିଶଗଡ଼ ଓ ଓଡ଼ିଶା ରାଜି ହୋଇଛନ୍ତି । ଏନେଇ ଉଭୟ ରାଜ୍ୟ ଟ୍ରିବ୍ୟୁନାଲ୍ ସମ୍ମୁଖରେ ଉପସ୍ଥାପନ କରିଛନ୍ତି ।
ବିବାଦର ପାରସ୍ପରିକ ସମାଧାନ ପାଇଁ ବିଭିନ୍ନ ସ୍ତରରେ ଆଲୋଚନା କରୁଛନ୍ତି । ଏବେ ସୁଦ୍ଧା ଟ୍ରିବ୍ୟୁନାଲ ୪୯ଟି ଶୁଣାଣି ସହ ସାକ୍ଷ୍ୟ ମଧ୍ୟ ଗ୍ରହଣ କରିଛନ୍ତି । ୧୩ ଏପ୍ରିଲରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ସରୁଛି, ଅନ୍ତରୀଣ ରିପୋର୍ଟ ମିଳିନି ବୋଲି ବିବୃତି ରଖିଛନ୍ତି ।
‘ସହମତିରେ ସମାଧାନ ଚାହାନ୍ତି ଓଡ଼ିଶା, ଛତିଶଗଡ଼’
ମହାନଦୀ ଟ୍ରିବ୍ୟୁନାଲକୁ ନେଇ ସଂସଦରେ ସାଂସଦ ପ୍ରଦୀପ୍ତ ପୁରୋହିତଙ୍କ ପ୍ରଶ୍ନ
ପୁରୋହିତଙ୍କ ପ୍ରଶ୍ନରେ ଜଳଶକ୍ତି ମନ୍ତ୍ରୀ ରାଜ ଭୂଷଣ ଚୌଧୁରୀଙ୍କ ଲିଖିତ ବିବୃତି
ସହମତିରେ ସମାଧାନ ପାଇଁ ଉଭୟ ଛତିଶଗଡ଼ ଓ ଓଡ଼ିଶା ରାଜି ହୋଇଛନ୍ତି
ଏନେଇ ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି
ବିବାଦର ପାରସ୍ପରିକ ସମାଧାନ ପାଇଁ ବିଭିନ୍ନ ସ୍ତରରେ ଆଲୋଚନା କରୁଛନ୍ତି
ଏବେ ସୁଦ୍ଧା ଟ୍ରିବ୍ୟୁନାଲ ୪୯ଟି ଶୁଣାଣି ସହ ସାକ୍ଷ୍ୟ ମଧ୍ୟ ଗ୍ରହଣ କରିଛନ୍ତି
୧୩ ଏପ୍ରିଲରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ସରୁଛି, ଅନ୍ତରୀଣ ରିପୋର୍ଟ ମିଳିନି
Big Claim in Parliament: ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ ଷଡ଼ଯନ୍ତ୍ର ! କହିଲେ ବାଚସ୍ପତି ଓମ୍ ବିର୍ଲା

IAS Reshuffle: ଆଇଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗକୁ ବଦଳି

New Avenues for Odisha: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଓଡ଼ିଶା ପାଇଁ ନୂଆ ସୁଯୋଗ ଆଣିଛି, ସୋସିଆଲ ମିଡିଆରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)