Advertisment

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ନୂଆଦିଲ୍ଲୀ: ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି “ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ମୋ ଠାରେ କରୋନାର ଲକ୍ଷଣ ନାହିଁ ଓ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆଇସୋଲେସନ୍‌ରେ ରହି କାମ କରିବି। ସାଧାରଣ ଦିନ ଭଳି ଆର୍‌ବିଆଇ କାର୍ଯ୍ୟ ଚାଲୁ ରହିବ। ଟେଲିଫୋନ୍‌ ଓ ଭିଡିଓ କନଫରେନ୍ସି ଦ୍ୱାରା ସମସ୍ତ ଡେପୁଟି ଗଭର୍ଣ୍ଣର ଓ […]

author-image
Abinash Pati
ଅଦ୍ୟତନ ହୋଇଛି
ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

rbi

ନୂଆଦିଲ୍ଲୀ: ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି “ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ମୋ ଠାରେ କରୋନାର ଲକ୍ଷଣ ନାହିଁ ଓ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଆଇସୋଲେସନ୍‌ରେ ରହି କାମ କରିବି। ସାଧାରଣ ଦିନ ଭଳି ଆର୍‌ବିଆଇ କାର୍ଯ୍ୟ ଚାଲୁ ରହିବ। ଟେଲିଫୋନ୍‌ ଓ ଭିଡିଓ କନଫରେନ୍ସି ଦ୍ୱାରା ସମସ୍ତ ଡେପୁଟି ଗଭର୍ଣ୍ଣର ଓ ଅନ୍ୟ ଅଫିସରଙ୍କ ସହିତ କଣ୍ଟାକ୍ଟରେ ରହିଛି।”

Advertisment

ଲକ୍‌ଡାଉନ ସମୟରେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଖୁବ୍ ସକ୍ରିୟ ହୋଇ କାର୍ଯ୍ୟ କରିଛନ୍ତି। ଦେଶର ଅର୍ଥନୀତିକୁ ବଳ ଦେବାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସୁଧ ଛାଡ଼ କରିବା ସହିତ ଅନେକ ଗରୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

Advertisment
Advertisment