Advertisment

ଅର୍ଣ୍ଣବଙ୍କ ଗିରଫଦାରୀକୁ ସାରା ଦେଶରେ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଲୋକେ

ମୁମ୍ବାଇ: ଅର୍ଣ୍ଣବଙ୍କ ଗିରଫଦାରୀକୁ ନେଇ ସାରା ଦେଶରେ ତେଜୁଛି ଅସନ୍ତୋଷ। ଅର୍ଣ୍ଣବଙ୍କ ପୌତୃକ ଘର ଗୌହାଟୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି।   ଗଣତନ୍ତ୍ରକୁ ହତ୍ୟା କରାଯିବା ସହ ଅର୍ଣ୍ଣବଙ୍କ ବିରୋଧରେ ଅନ୍ୟାୟ ହୋଇଥିବା କହିଛନ୍ତି। ସେହିଭଳି କୋଲକାତା, ଦିଲ୍ଲୀ, ପାଟନା, ରାଞ୍ଚି ହାଇଦ୍ରାବାଦ୍ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଲୋକେ । ଭୋପାଳରେ ସାଂସଦ ପ୍ରଜ୍ଞା ଠାକୁର ଅର୍ଣ୍ଣବଙ୍କ ସମର୍ଥନରେ ମଶାଲ […]

author-image
Minati Mishra
ଅର୍ଣ୍ଣବଙ୍କ ଗିରଫଦାରୀକୁ ସାରା ଦେଶରେ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଲୋକେ

aaaaaaaaaaaaaa

ମୁମ୍ବାଇ: ଅର୍ଣ୍ଣବଙ୍କ ଗିରଫଦାରୀକୁ ନେଇ ସାରା ଦେଶରେ ତେଜୁଛି ଅସନ୍ତୋଷ। ଅର୍ଣ୍ଣବଙ୍କ ପୌତୃକ ଘର ଗୌହାଟୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି।

Advertisment

ହାଇଦ୍ରାବାଦ

ଗଣତନ୍ତ୍ରକୁ ହତ୍ୟା କରାଯିବା ସହ ଅର୍ଣ୍ଣବଙ୍କ ବିରୋଧରେ ଅନ୍ୟାୟ ହୋଇଥିବା କହିଛନ୍ତି। ସେହିଭଳି କୋଲକାତା, ଦିଲ୍ଲୀ, ପାଟନା, ରାଞ୍ଚି ହାଇଦ୍ରାବାଦ୍ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଲୋକେ । ଭୋପାଳରେ ସାଂସଦ ପ୍ରଜ୍ଞା ଠାକୁର ଅର୍ଣ୍ଣବଙ୍କ ସମର୍ଥନରେ ମଶାଲ ରାଲି କରିଥିଲେ ।

publive-image

publive-image

Advertisment
Advertisment