Advertisment

ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା

ପାଟନା: ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ ଜାତୀୟ ଗଣମାଧ୍ୟ ଏନ୍‌ଆଇରେ ଖବର ପ୍ରକାଶ ପାଇଛି। ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟିର ନେତା ନାରାୟଣ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଘଟଣାରେ ଦୁଇଜଣଙ୍କ ଗିରଫ କରିଛି ପୋଲିସ। ବିହାରରେ ନିର୍ବାଚନ ହାୱା ବୋହୁଥିବା ବେଳେ ଗୁଳି ଫୁଟିଛି। ଦୁର୍ବୃତ୍ତମାନେ ଜଣେ ରାଜନେତାଙ୍କୁ ହତ୍ୟା କରିଛନ୍ତି। ତେବେ କାହିଁକି ନାରାୟଣ ସିଂହଙ୍କୁ ହତ୍ୟା କରାଗଲା […]

author-image
Abinash Pati
ଅଦ୍ୟତନ ହୋଇଛି
ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା

gun

ପାଟନା: ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ ଜାତୀୟ ଗଣମାଧ୍ୟ ଏନ୍‌ଆଇରେ ଖବର ପ୍ରକାଶ ପାଇଛି। ଜନତା ଦଳ ରାଷ୍ଟ୍ରବାଦୀ ପାର୍ଟିର ନେତା ନାରାୟଣ ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଘଟଣାରେ ଦୁଇଜଣଙ୍କ ଗିରଫ କରିଛି ପୋଲିସ।

Advertisment

ବିହାରରେ ନିର୍ବାଚନ ହାୱା ବୋହୁଥିବା ବେଳେ ଗୁଳି ଫୁଟିଛି। ଦୁର୍ବୃତ୍ତମାନେ ଜଣେ ରାଜନେତାଙ୍କୁ ହତ୍ୟା କରିଛନ୍ତି। ତେବେ କାହିଁକି ନାରାୟଣ ସିଂହଙ୍କୁ ହତ୍ୟା କରାଗଲା ସେ ନେଇ ଏପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ।

Advertisment
Advertisment