/odishatv-khabar/media/post_attachments/uploadimage/library/16_9/16_9_0/coronsaviryd-1_1625402822.jpg)
coronsaviryd
ନୂଆଦିଲ୍ଲୀ: ଦେଶରେ ଦିନକରେ ୬୯ ହଜାର ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ହୋଇଛନ୍ତି। ସେହିଭଳି ୯୧୨ ଜଣଙ୍କର ଜୀବନ ନେଇଛି ମହାମାରୀ କୋଭିଡ-୧୯ ଭାଇରସ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
Advertisment
ନୂଆ ମୃତ୍ୟ ସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୬,୭୦୬ରେ ପହଞ୍ଚିଛି।। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ୪୪ ହଜାର ୯୪୧କୁ ବୃଦ୍ଧି ପାଇଥିବା ବେଳେ ମୋଟ ଆକ୍ଟିଭ୍ କେସ୍- ୭,୦୭,୬୬୮ ରହିଛି। ସେହିଭଳି ଏପର୍ଯ୍ୟନ୍ତ କରୋନାରୁ ୨୨,୮୦,୫୬୭ ଜଣ ସୁସ୍ଥ ହୋଇ ସାରିଲେଣି।
ମହାରାଷ୍ଟ୍ରରେ ସର୍ବାଧିକ ୨୧ ହଜାର ୯୯୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଲାଣି। ସେହିଭଳି ତାମିଲନାଡୁ- ୬୪୨୦, କର୍ଣ୍ଣାଟକ- ୪୬୧୫, ଦିଲ୍ଲୀରେ ୪୨୮୪ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)