ନୂଆଦିଲ୍ଲୀ: ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍ । ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନ୍ଷ୍ଟ୍ରେସନ୍ ପକ୍ଷରୁ ରେମଡ୍ସିଭିରକୁ ଅନୁମତି ମିଳିଛି। ମେଡିକାଲ୍ରେ ଚିିକିତ୍ସିତ ହେଉଥିବା ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ପରେ ଆମେରିକାରେ ରେମେଡସିଭିର୍ ଦିଆଯିବ। ଆମେରିକାରେ ରେମେଡସିଭିରକୁ ଭେକ୍ଲୁରୀ ନାଁରେ ବିକ୍ରି ହେବ।
Advertisment
ଆମେରିକାରେ ଗତ କିଛି ମାସ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ରେମେଡସିଭିର୍ ପ୍ରୟୋଗ ନେଇ ହ୍ୟୁମନ୍ ଟ୍ରାଏଲ୍ କରାଯାଇଥିଲା। କିଛି ପଯର୍ୟାୟରେ ଏହା ଫଳପ୍ରଦ ହେବା ପରେ ଏହାକୁ ଲାଗୁ କରିବାକୁ ଅନୁମତି ମିଳିଛି।
ଅଧିକ ପଢନ୍ତୁ- ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)