Panchayat Election Results 2022
ପଞ୍ଚାୟତ ଭୋଟ ଗଣତିର ଅପଡେଟ୍ ଖବର, ଜାଣନ୍ତୁ ଆଗରେ କିଏ
ଆଜି ପଞ୍ଚାୟତ ଭୋଟ୍ ଗଣତିର ତୃତୀୟ ଦିନ। ବୃହତ୍ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇଛନ୍ତି ବିଜେପି ଓ କଂଗ୍ରେସ। ଟ୍ରେଣ୍ଡ୍ ଅନୁସାରେ, ପ୍ରଥମ ଓ ଦ୍ୱିତୀୟ ଦିନରେ ବିଜେଡି ଆଗୁଆ ରହିଛି। ଏଇଠି ଜାଣନ୍ତୁ, ଆପଣଙ୍କ ଅଞ୍ଚଳରେ କିଏ ଆଗରେ ଆଉ କିଏ ପଛରେ।
- Mar 17, 2022 12:19 IST
ଜିଲ୍ଲା ପରିଷଦ- ସୁନ୍ଦରଗଡ଼
- Mar 17, 2022 12:19 IST
#ଜିଲ୍ଲା_ପରିଷଦ_ଅନୁଗୁଳ
ଜାଣନ୍ତୁ ଅନୁଗୁଳ ଜିଲ୍ଲା ପରିଷଦର ଅପଡେଟ୍
- Mar 17, 2022 12:19 IST
ଜିଲ୍ଲା ପରିଷଦ- ଖୋର୍ଦ୍ଧା
- Mar 17, 2022 12:19 IST
#ଜିଲ୍ଲା_ପରିଷଦ_ବାଲେଶ୍ୱର
ଜାଣନ୍ତୁ ବାଲେଶ୍ୱର ଜିଲ୍ଲା ପରିଷଦର ଅପଡେଟ୍
- Mar 17, 2022 12:19 IST
#ଜିଲ୍ଲା_ପରିଷଦ_ଖୋର୍ଦ୍ଧା
ଜାଣନ୍ତୁ ଖୋର୍ଦ୍ଧା ଜିଲ୍ଲା ପରିଷଦର ଅପଡେଟ୍
- Mar 17, 2022 12:19 IST
#ଜିଲ୍ଲା_ପରିଷଦ_କଟକ
ଜାଣନ୍ତୁ କଟକ ଜିଲ୍ଲା ପରିଷଦର ଅପଡେଟ୍
- Feb 28, 2022 14:51 IST
ନବୀନଙ୍କ ବିକଳ୍ପ କିଏ?
- Feb 28, 2022 14:13 IST
୭୫୦ରେ ଆଗୁଆ ବିଜେଡି
- Feb 28, 2022 14:13 IST
ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ଫଳାଫଳକୁ ନେଇ ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା ଶୁଣନ୍ତୁ..
- Feb 28, 2022 14:13 IST
ଗଣତି ଭିତରେ ହାତା ହାତି
- Feb 28, 2022 14:13 IST
ବିଜେଡିର ଆଖପାଖରେ ନାହାନ୍ତି ବିରୋଧୀ
- Feb 28, 2022 14:13 IST
ବିଜେଡି ପ୍ରାର୍ଥୀଙ୍କୁ ହରାଇଲେ ପରିବା ବ୍ୟବସାୟୀ
ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍-କ ଜୋନ୍ରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ଟିକେଟ୍ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିବା ପରିବା ବ୍ୟବସାୟୀ ଟି. ଶ୍ରୀଧର ବିଜୟୀ ହୋଇଛନ୍ତି। ଆହୁରି ପଢ଼ନ୍ତୁ...
- Feb 28, 2022 14:13 IST
ଗଜପତିର ଟ୍ରେଣ୍ଡ କଣ?
- Feb 28, 2022 13:36 IST
କଂଗ୍ରେସକୁ ଆଉ କେତେ ବର୍ଷ ଲାଗିବ?
- Feb 28, 2022 13:36 IST
ଖୋର୍ଦ୍ଧାରେ ଦୟନୀୟ ଅବସ୍ଥାରେ କଂଗ୍ରେସ
- Feb 28, 2022 13:27 IST
‘ନିର୍ବାଚନ ନଲଢ଼ି ବି ମୋତେ ଠେଙ୍ଗାରେ ପିଟିଲେ, କାର୍ ଜାଳିଦେଲେ’
ଗୋଟିଏପଟେ ଭୋଟ୍ ଗଣତି ଚାଲି ଥିବାବେଳେ ଅନ୍ୟପଟେ ହିଂସା ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଜଣେ ପୂର୍ବତନ ସରପଞ୍ଚଙ୍କ କାର୍କୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର...
- Feb 28, 2022 13:08 IST
ବଲାଙ୍ଗିରରେ ବିଜେଡି ହାଓ୍ୱା..
- Feb 28, 2022 12:37 IST
୭୦୦ ଟପିଲା ବିଜେଡି
- Feb 28, 2022 12:32 IST
ପୁରୀ ଜିଲ୍ଲାରେ କିଏ କେତେ?
- Feb 28, 2022 12:32 IST
'ବିପୁଳ ଭୋଟ୍ ପଛରେ ଦୟା, ଅନୁକମ୍ପା'
- Feb 28, 2022 12:32 IST
ଜଗତସିଂହପୁରରେ ବି ବିଜେଡି ଏକାକୀ ବାଜିମାରୁଛି..
- Feb 28, 2022 12:32 IST
ବିଜେପି ନିରାଶ ଯେତିକି ଆଶ୍ଚର୍ଯ୍ୟ ସେତିକି
- Feb 28, 2022 12:32 IST
ବିଜେପି, କଂଗ୍ରେସ ବରାବର
- Feb 28, 2022 12:32 IST
ସୁନ୍ଦରଗଡ଼ରେ ୩୨ ଜୋନରେ ବିଜେଡି
- Feb 28, 2022 12:32 IST
ଜନତାଙ୍କ ସହ ବିରୋଧୀଙ୍କ କେମିଷ୍ଟ୍ରି ଜମୁନି!
- Feb 28, 2022 12:32 IST
'ବିଜେଡିର ନୁହେଁ ଅମଲାତନ୍ତ୍ରର ମାଷ୍ଟରଷ୍ଟ୍ରୋକ୍'
- Feb 28, 2022 11:31 IST
ଜିଲ୍ଲା ପରିଷଦ- ନୂଆପଡ଼ା
- Feb 28, 2022 11:31 IST
ଜିଲ୍ଲା ପରିଷଦ- କେନ୍ଦ୍ରାପଡ଼ା
- Feb 28, 2022 11:31 IST
ଜିଲ୍ଲା ପରିଷଦ- କଳାହାଣ୍ଡି
- Feb 28, 2022 11:31 IST
ଜିଲ୍ଲା ପରିଷଦ- ଯାଜପୁର
- Feb 28, 2022 11:31 IST
ଜିଲ୍ଲା ପରିଷଦ- କୋରାପୁଟ
- Feb 28, 2022 11:31 IST
ଜିଲ୍ଲା ପରିଷଦ- ନବରଙ୍ଗପୁର
- Feb 28, 2022 11:27 IST
ଜିଲ୍ଲା ପରିଷଦ- ଗଞ୍ଜାମ
- Feb 28, 2022 10:45 IST
ବୃହତ ବିଜୟ ଅଭିମୁଖେ ବିଜେଡି, ଧରାଶାୟୀ ବିଜେପି ଓ କଂଗ୍ରେସ
ଗତ ଦୁଇ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇପଡ଼ିଛନ୍ତି ବିଜେପି ଓ କଂଗ୍ରେସ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି..ଆହୁରି ପଢ଼ନ୍ତୁ...
- Feb 28, 2022 10:29 IST
ବିଜେପି ଗଡ଼ରେ ବିଜେଡିର ରାଜ
- Feb 28, 2022 10:29 IST
ଭଦ୍ରକରେ ୧୨ ଜୋନରେ ଗଣତି
- Feb 28, 2022 10:29 IST
ଲାଠିକଟାରେ ଚାଲିଛି ଗଣତି
- Feb 28, 2022 10:29 IST
ବଦଳିଲାନି ଚିତ୍ର, ଧୂଳି ଚାଟିଲେ ବିରୋଧୀ
- Feb 28, 2022 10:29 IST
'ଇଲେକ୍ସନ ନୁହେଁ ସିଲେକ୍ସନ ହେଉଛି'
- Feb 28, 2022 10:29 IST
ବିଜେଡିର ବମ୍ପର୍ ବିଜୟ
- Feb 28, 2022 10:29 IST
ମାଲକାନଗିରିରେ ବିଜେଡି କ୍ଲିନ୍ ସ୍ୱିପ୍
- Feb 28, 2022 09:11 IST
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଆଜି ତୃତୀୟ ଦିନ
- Feb 28, 2022 08:28 IST
ଆସିଲା ୫୮୪ ସିଟରେ ଫଳାଫଳ
- Feb 28, 2022 08:04 IST
ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଦ୍ୱିତୀୟ ଦିନରେ ବି ବିଜେଡିର ରାଜ୍
- Feb 27, 2022 20:14 IST
ଜାଣନ୍ତୁ ନୟାଗଡ଼ ଜିଲ୍ଲାର ଜିଲ୍ଲା ପରିଷଦ ଲାଇଭ ଅପଡେଟ୍
- Feb 27, 2022 20:14 IST
#ଜିଲ୍ଲା_ପରିଷଦ_ପୁରୀ
ଜାଣନ୍ତୁ ପୁରୀ ଜିଲ୍ଲାର ଜିଲ୍ଲା ପରିଷଦ ଲାଇଭ ଅପଡେଟ୍
- Feb 27, 2022 19:40 IST
#ଜିଲ୍ଲା_ପରିଷଦ_କୋରାପୁଟ
ଜାଣନ୍ତୁ କେରାପୁଟ ଜିଲ୍ଲାର ଜିଲ୍ଲା ପରିଷଦ ଲାଇଭ ଅପଡେଟ୍
- Feb 27, 2022 18:51 IST
#ଜିଲ୍ଲା_ପରିଷଦ_କେନ୍ଦ୍ରାପଡ଼ା
ଜାଣନ୍ତୁ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ପରିଷଦ ଲାଇଭ ଅପଡେଟ୍
- Feb 27, 2022 17:38 IST
#ଜିଲ୍ଲା_ପରିଷଦ_ଗଞ୍ଜାମ
-ହିଂଜିଳି ଜୋନ୍-୬୮ରେ ବିଜେଡିର ଏ. ସୁଦର୍ଶନ ଆଗୁଆ
-କବିସୂର୍ଯ୍ୟନଗର ଜୋନ୍-୬ରେ ବିଜେଡିର ସଂଗୀତା ସ୍ୱାଇଁ ଆଗୁଆ
-ଆସିକା ଜୋନ୍-୨ରେ ବିଜେଡିର ଅନିମା ପରିଡ଼ା ଆଗୁଆ
-ବୁଗୁଡ଼ା-୪୨ରେ ବିଜେଡିର ଗଙ୍ଗାପାଣି ଜେନା ଆଗୁଆ
-ଧରାକୋଟ-୩୦ରେ ବିଜେଡିର ଟୁକୁନା ଗୌଡ଼ ଆଗୁଆ
-ଖଲିକୋଟ-୧୨ରେ ବିଜେଡିର ଚନ୍ଦନା କୁମାର ସେଠୀ ଆଗୁଆ
-ଭଞ୍ଜନଗର-୫୧ରେ ବିଜେଡିର ଜିତେନ୍ଦ୍ର ଆରୁଖ ଆଗୁଆ
-ଜଗନ୍ନାଥପ୍ରସାଦ-୨୩ରେ ବିଜେଡିର ସୁମିତ୍ରା ପ୍ରଧାନ ଆଗୁଆ
-ସାନଖେମୁଣ୍ଡି-୬୦ରେ ବିଜେଡିର ମାନିନୀ ପାତ୍ର ଆଗୁଆ
-ପୋଲସରା-୩୮ରେ ବିଜେଡିର ଝୁନୁ ଦାସ ଆଗୁଆ
-ଚିକିଟି-୧୭ରେ ବିଜେଡିର ଏମ୍. ନାଗରାଜୁ ଆଗୁଆ
-ଛତ୍ରପୁର-୨୦ରେ ବିଜେଡିର ଏମ୍. ଧନଞ୍ଜୟ ରେଡ୍ଡୀ ଆଗୁଆ
-ଶେରଗଡ଼-୫୭ରେ ବିଜେଡିର ନିବେଦିତା ପ୍ରଧାନ ଆଗୁଆ
-ପାତ୍ରପୁର-୩୩ରେ ବିଜେଡିର ଯଶୋଦା ଶବର ଆଗୁଆ
-ସୋରଡ଼ା-୬୪ରେ ବିଜେଡିର ରାମ ଶବର ଆଗୁଆ
-ବେଲଗୁଣ୍ଠା-୪୮ରେ ବିଜେଡିର ପଞ୍ଚାନନ ନାୟକ ଆଗୁଆ
- Feb 27, 2022 17:21 IST
#ଜିଲ୍ଲା_ପରିଷଦ_ବରଗଡ଼
ଜାଣନ୍ତୁ ବରଗଡ଼ ଜିଲ୍ଲାର ଲାଇଭ ଅପଡେଟ୍
- {{ created_at }}{{ blog_title }}{{{ blog_content }}}
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645842972.jpg)