• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Live Updates : From The News Room

Odisha CM Oath Taking Ceremony Live Updates: ଓଡ଼ିଶାରେ ପରିବର୍ତ୍ତନ: ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ

Odisha

ଓଡ଼ିଶାରେ ମୋହନ ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଛନ୍ତି କେନ୍ଦୁଝର ବିଧାୟକ ମୋହନ ମାଝି । ୨୪ ବର୍ଷ ପରେ ନୂଆ ସରକାର ଦେଖିବ ଓଡ଼ିଶା । ବୁଧବାର ଅପରାହ୍ନ ୪ଟା ୪୫ରେ ଶପଥ ପାଠ କରିବେ ନୂଆ ମୁଖ୍ୟମନ୍ତ୍ରୀ । ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ, ଏକାଧିକ ମୁଖ୍ୟମନ୍ତ୍ରୀ ଏହି ଭବ୍ୟ ଶପଥ ଗହଣ ସମାରୋହ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଶପଥ ସମାରୋହର ଟିକିନିଖି ଖବର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, ଆଉ ଲଗ୍‌ ଇନ୍ କରନ୍ତୁ otvkhabar.in

CM Mohan Majhi

21:43 PM(2 weeks ago )

ଲୋକସେବା ଭବନରେ ପ୍ରବେଶ କଲେ ନୂଆ ମୁଖ୍ୟମନ୍ତ୍ରୀ

Posted by: Santosh Kumar Sahoo

21:43 PM(2 weeks ago )

ବସିଲା ନୂଆ ମନ୍ତ୍ରୀମଣ୍ଡଳର କ୍ୟାବିନେଟ୍ ବୈଠକ

Posted by: Santosh Kumar Sahoo

21:42 PM(2 weeks ago )

ନୂଆ ସରକାରକୁ ଶୁଭେଚ୍ଛା ଜଣାଇଲେ ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Posted by: Santosh Kumar Sahoo

21:41 PM(2 weeks ago )

କାଲି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର: ମୁଖ୍ୟମନ୍ତ୍ରୀ

Posted by: Santosh Kumar Sahoo

21:00 PM(2 weeks ago )

'ମହିଳାମାନଙ୍କ ସୁରକ୍ଷା, ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ ଧ୍ୟାନ ଦେବି’

Posted by: Santosh Kumar Sahoo

20:42 PM(2 weeks ago )

ଗୋଟିଏ ମଞ୍ଚରେ ମୋଦି-ନବୀନ

Posted by: Santosh Kumar Sahoo

20:42 PM(2 weeks ago )

'ଲୋକେସବା ମୋ ପାଇଁ ବଡ଼ ଅବସର'

Posted by: Santosh Kumar Sahoo

20:41 PM(2 weeks ago )

‘ସଂକଳ୍ପ ପତ୍ରର ପ୍ରତିଟି ବିନ୍ଦୁକୁ ଅବତାରଣା କରିବୁ'

Posted by: Santosh Kumar Sahoo

20:40 PM(2 weeks ago )

'ଲୋକମାନଙ୍କ ସବୁ ଆଶା, ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା କରିବୁ'

Posted by: Santosh Kumar Sahoo

19:43 PM(2 weeks ago )

ସାମ୍ବାଦିକଙ୍କ ପାଇଁ ଖୋଲିଲା ଲୋକସେବା ଭବନ

Posted by: Santosh Kumar Sahoo

ଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ନେଇଛି ଏକ ବଡ଼ ନିଷ୍ପତ୍ତି । ସମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିଲେ ନୂଆ ସରକାର । ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନକୁ ଗଲେ ଗଣମାଧ୍ୟମ ପ୍ରତିନିଧି । ୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିଲା । ଅଧିକ ପଢ଼ନ୍ତୁ...

18:56 PM(2 weeks ago )

‘ମନ୍ତ୍ରୀପଦ ନୁହେଁ ଏହା ମୋ ପାଇଁ ଦାୟିତ୍ୱ'

Posted by: Santosh Kumar Sahoo

18:55 PM(2 weeks ago )

ଓଡ଼ିଆ ଅସ୍ମିତା ପାଇଁ ପ୍ରତିଶ୍ରୁତିବଦ୍ଧ: ମୋହନ

Posted by: Santosh Kumar Sahoo

18:44 PM(2 weeks ago )

'୪୫ ବର୍ଷ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପି ଶାସନ କଲା'

Posted by: Santosh Kumar Sahoo

18:43 PM(2 weeks ago )

ବାଚସ୍ପତି ହେବେ ସୁରମା ପାଢୀ

Posted by: Santosh Kumar Sahoo

18:42 PM(2 weeks ago )

ଶପଥ ସମାରୋହରେ ଯୋଗଦେବା ପରେ ଫେରୁଛନ୍ତି ମୋଦି

Posted by: Santosh Kumar Sahoo

18:16 PM(2 weeks ago )

ନୂଆ ସରକାର, ନୂଆ ମନ୍ତ୍ରୀ

Posted by: Santosh Kumar Sahoo

18:10 PM(2 weeks ago )

ଶପଥ ନେଲେ ସଂପଦ ସ୍ବାଇଁ

Posted by: Santosh Kumar Sahoo

18:09 PM(2 weeks ago )

ସୁରମା ପାଢ଼ୀ ହେବେ ବାଚସ୍ପତି

Posted by: Santosh Kumar Sahoo

17:55 PM(2 weeks ago )

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଲେ ପ୍ରଦୀପ ବଳସାମନ୍ତ

Posted by: Satyendu Shekher Mishra

Image

17:54 PM(2 weeks ago )

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଲେ ଗୋକୁଳାନନ୍ଦ ମଲ୍ଲିକ

Posted by: Satyendu Shekher Mishra

ImageImage

17:53 PM(2 weeks ago )

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ

Posted by: Satyendu Shekher Mishra

17:53 PM(2 weeks ago )

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଲେ ସଂପଦ ସ୍ବାଇଁ

Posted by: Satyendu Shekher Mishra

ImageImage

17:48 PM(2 weeks ago )

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଲେ ଗଣେଶ ରାମସିଂ ଖୁଣ୍ଟିଆ

Posted by: Satyendu Shekher Mishra

Image

17:44 PM(2 weeks ago )

କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ କୃଷ୍ଣଚନ୍ଦ୍ର ମହାପାତ୍ର

Posted by: Satyendu Shekher Mishra

17:43 PM(2 weeks ago )

କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ବିଭୁତି ଭୂଷଣ ଜେନା

Posted by: Satyendu Shekher Mishra

17:43 PM(2 weeks ago )

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ

Posted by: Satyendu Shekher Mishra

ImageImage

17:41 PM(2 weeks ago )

କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ କୃଷ୍ଣଚନ୍ଦ୍ର ମହାପାତ୍ର

Posted by: Satyendu Shekher Mishra

ImageImage

17:40 PM(2 weeks ago )

କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ମୁକେଶ ମହାଲିଙ୍ଗ

Posted by: Satyendu Shekher Mishra

ImageImage

17:39 PM(2 weeks ago )

ଉଛୁଳୁଛି ଜନତା ମୈଦାନ, ଶପଥ ନେଉଛନ୍ତି ଜନତାଙ୍କ ସରକାର

Posted by: Satyendu Shekher Mishra

17:39 PM(2 weeks ago )

କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ବିଭୁତି ଜେନା

Posted by: Satyendu Shekher Mishra

Image

17:36 PM(2 weeks ago )

କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ କୃଷ୍ଣଚନ୍ଦ୍ର ପାତ୍ର

Posted by: Satyendu Shekher Mishra

17:35 PM(2 weeks ago )

କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ପୃଥ୍ବୀରାଜ ହରିଚନ୍ଦନ

Posted by: Satyendu Shekher Mishra

Image

17:34 PM(2 weeks ago )

କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ କୃଷ୍ଣଚନ୍ଦ୍ର ପାତ୍ର

Posted by: Satyendu Shekher Mishra

ImageImage

17:33 PM(2 weeks ago )

କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ରବି ନାରାୟଣ ନାଏକ

Posted by: Satyendu Shekher Mishra

17:32 PM(2 weeks ago )

କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ନିତ୍ୟାନନ୍ଦ ଗଣ୍ଡ

Posted by: Satyendu Shekher Mishra

ImageImage

17:31 PM(2 weeks ago )

କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ସୁରେଶ ପୂଜାରୀ

Posted by: Satyendu Shekher Mishra

17:30 PM(2 weeks ago )

କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ରବି ନାରାୟଣ ନାଏକ

Posted by: Satyendu Shekher Mishra

ImageImage

17:29 PM(2 weeks ago )

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କନକ ବର୍ଦ୍ଧନ ସିଂହଦେଓ

Posted by: Satyendu Shekher Mishra

17:29 PM(2 weeks ago )

ସାନ୍ତାଳୀ ନୃତ୍ୟରେ ଝୁମିଲା ଶପଥ ସମାରୋହ ମଞ୍ଚ

Posted by: Satyendu Shekher Mishra

17:28 PM(2 weeks ago )

ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଦୁଲୁକୁଛି ରାଜଭବନ ମାର୍ଗ

Posted by: Satyendu Shekher Mishra

17:28 PM(2 weeks ago )

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ମୋହନ ମାଝି

Posted by: Satyendu Shekher Mishra

17:27 PM(2 weeks ago )

କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ସୁରେଶ ପୂଜାରୀ

Posted by: Satyendu Shekher Mishra

Image

17:27 PM(2 weeks ago )

ଶପଥ ନେବା ପରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Posted by: Satyendu Shekher Mishra

Image

17:24 PM(2 weeks ago )

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କନକ ବର୍ଦ୍ଧନ ସିଂହଦେଓ

Posted by: Satyendu Shekher Mishra

ImageImage

17:24 PM(2 weeks ago )

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରଭାତୀ ପରିଡ଼ା

Posted by: Satyendu Shekher Mishra

ImageImage

17:22 PM(2 weeks ago )

ଓଡ଼ିଶାରେ ବିଜେପି ସରକାର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ

Posted by: Satyendu Shekher Mishra

ଶେଷ ହେଲା ସବୁ କଳ୍ପନା ଜଳ୍ପନାର ଅନ୍ତ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇଛନ୍ତି । ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି । ସେହିପରି ୧୩ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉପସ୍ଥିତରେ ଶପଥ ନେଲେ ମୋହନ ମାଝୀ । ସେହିପରି ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରାୟ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଅଧିକ ପଢ଼ନ୍ତୁ...

Mohan  Majhi

17:17 PM(2 weeks ago )

ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି

Posted by: Satyendu Shekher Mishra

ImageImage

17:16 PM(2 weeks ago )

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ

Posted by: Satyendu Shekher Mishra

ImageImageImage

17:14 PM(2 weeks ago )

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ

Posted by: Satyendu Shekher Mishra

-ଓଡ଼ିଶାରେ ମୋହନ ସରକାର
-ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ
-ବହୁ ଭିଭିଆଇପିଙ୍କ ଉପସ୍ଥିତିରେ ଶପଥ ନେଲେ ମୋହନ
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶପଥ ନେଲେImage

17:13 PM(2 weeks ago )

ଶପଥ ସମାରୋହ ଉତ୍ସବରେ ପହଞ୍ଚିଲେ ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ

Posted by: Satyendu Shekher Mishra

17:12 PM(2 weeks ago )

ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ରାଜଭବନରୁ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି

Posted by: Satyendu Shekher Mishra

17:12 PM(2 weeks ago )

ଶପଥ ଗ୍ରହଣ ସମାରୋହରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

Posted by: Satyendu Shekher Mishra

17:06 PM(2 weeks ago )

ଓଡ଼ିଶାର ମନ୍ତ୍ରୀ ତାଲିକା

Posted by: Satyendu Shekher Mishra

May be an image of 6 people and textMay be an image of 6 people and text

16:57 PM(2 weeks ago )

ଶପଥ ଗ୍ରହଣ ସମାରୋହରେ ପହଞ୍ଚିଲେ ନବୀନ ପଟ୍ଟନାୟକ

Posted by: Satyendu Shekher Mishra

ImageImage

16:43 PM(2 weeks ago )

ନୂଆ ମୁଖ୍ୟମନ୍ତ୍ରୀଙ୍କ ଟିକିଏ ଝଲକ ପାଇଁ ଭୁବନେଶ୍ୱରରେ ଜନଗହଳି

Posted by: Satyendu Shekher Mishra

16:24 PM(2 weeks ago )

ଭୁବନେଶ୍ୱରରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

Posted by: Satyendu Shekher Mishra

16:24 PM(2 weeks ago )

‘ଆମେ ଏହାକୁ ଦାୟିତ୍ୱ ଓ ଆହ୍ୱାନ ବୋଲି ଭାବୁଛୁ । ଯାହା ବି ଦାୟିତ୍ୱ ଦିଆଯିବ ଜଗନ୍ନାଥଙ୍କ ଦୟାରୁ ସବୁ ସୁଚାରୁ ରୂପେ ସମ୍ପାଦନ କରିବୁ’

Posted by: Satyendu Shekher Mishra

16:17 PM(2 weeks ago )

'ସରକାର ପ୍ରତିଶୃତି ରକ୍ଷାକାରୀ ହୁଅନ୍ତୁ'

Posted by: Satyendu Shekher Mishra

16:16 PM(2 weeks ago )

ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କଲେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝି

Posted by: Satyendu Shekher Mishra

15:58 PM(2 weeks ago )

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା

Posted by: Satyendu Shekher Mishra

15:58 PM(2 weeks ago )

ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ବିଧାୟକଙ୍କୁ ଆସିଲା ଫୋନ୍ କଲ୍

Posted by: Satyendu Shekher Mishra

15:58 PM(2 weeks ago )

କିଏ ହେବେ ମନ୍ତ୍ରୀ....ଜାଣନ୍ତୁ କେଉଁ ବିଧାୟକଙ୍କୁ ଆସିଲା ଫୋନ୍ କଲ୍

Posted by: Satyendu Shekher Mishra

15:57 PM(2 weeks ago )

ଭୁବନେଶ୍ୱରରେ ପହଞ୍ଚିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Posted by: Satyendu Shekher Mishra

15:56 PM(2 weeks ago )

ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ପହଞ୍ଚିଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ

Posted by: Satyendu Shekher Mishra

15:55 PM(2 weeks ago )

କିଏ ହେବେ ମନ୍ତ୍ରୀ ? ଏମାନଙ୍କ ପାଖକୁ ଆସିଲା ଫୋନ୍‌ କଲ୍‌...

Posted by: Satyendu Shekher Mishra

ଆଜିଠୁ ଓଡ଼ିଶାରେ ମୋହନ ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମୋହନ ଚରଣ ମାଝୀ । ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ । ସଂଧ୍ୟା ୫ଟାରେ ଶପଥ ନେବ ନୂଆ ସରକାର । ତେବେ ମୋହନଙ୍କ ମନ୍ତ୍ରିମଣ୍ଡଳରେ କିଏ ହେବେ ସାମିଲ ତାହାକୁ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ । ଅଧିକ ପଢ଼ନ୍ତୁ..

Minister

15:54 PM(2 weeks ago )

ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା

Posted by: Satyendu Shekher Mishra

15:41 PM(2 weeks ago )

ଭାବି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା କଥା କହିଲେ ଲୋକେ । ଶୁଣନ୍ତୁ କ’ଣ କହୁଛନ୍ତି...

Posted by: Satyendu Shekher Mishra

15:29 PM(2 weeks ago )

କେନ୍ଦ୍ର ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନ ବୈଷ୍ଣବ, ସାଂସଦ ସମ୍ବିତ ପାତ୍ର ମହାପ୍ରସାଦ ସେବନ କରୁଛନ୍ତି

Posted by: Satyendu Shekher Mishra

May be an image of 5 people, people performing martial arts, hospital and text

15:18 PM(2 weeks ago )

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିମାନ ବନ୍ଦରରେ ଭେଟ କରିଛନ୍ତି

Posted by: Satyendu Shekher Mishra

May be an image of 3 people, dais and text

14:58 PM(2 weeks ago )

ଓଡ଼ିଶାରେ ବିଜେପି ରାଜ୍...ନୂଆ ସରକାରର ଶପଥ ସମାରୋହ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲଗାଯାଇଛି...

Posted by: Satyendu Shekher Mishra

14:55 PM(2 weeks ago )

ଶପଥ ସମାରୋହରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Posted by: Satyendu Shekher Mishra

14:36 PM(2 weeks ago )

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି, ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବରେ ହେବେ ସାମିଲ

Posted by: Satyendu Shekher Mishra

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ହେବାକୁ ଥିବା ଶପଥ ସମାରୋହରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସିଧା ରାଜଭବନ ଯାଇଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବ ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

14:33 PM(2 weeks ago )

‘ମୁଁ ସାନ୍ତାଳି ପରିବାରରୁ ଆସିଛି’

Posted by: Satyendu Shekher Mishra

14:27 PM(2 weeks ago )

ନିର୍ବାଚନ ସମୟରେ ଭୋଟ୍ ଓଡ଼ିଶା ଭୋଟ୍ ଟିମ୍ କୁ କ'ଣ କହିଥିଲେ ମୋହନ ମାଝୀ ଶୁଣନ୍ତୁ....

Posted by: Satyendu Shekher Mishra

14:25 PM(2 weeks ago )

ଶ୍ରୀକ୍ଷେତ୍ର ପୁରୀରେ ଗୋଆ ମୁଖ୍ୟମନ୍ତ୍ରୀ । ମହାପ୍ରଭୁ ଜଗନ୍ନାଥଙ୍କୁ କଲେ ଦର୍ଶନ...

Posted by: Satyendu Shekher Mishra

14:25 PM(2 weeks ago )

ଦେଖନ୍ତୁ ନୂଆ ସରକାରର ଶପଥ ସମାରୋହ ପାଇଁ ଜନତା ମୈଦାନରେ କିଭଳି ଚାଲିଛି ପ୍ରସ୍ତୁତି...

Posted by: Satyendu Shekher Mishra

14:17 PM(2 weeks ago )

‘ରାଜନାଥ ଭିତରକାଠକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ

Posted by: Satyendu Shekher Mishra

14:17 PM(2 weeks ago )

ଓଡ଼ିଶାରେ ନୂଆ ସରକାରର ଶପଥ ସମାରୋହ ପାଇଁ ତ୍ରିପୁରା, ଛତିଶଗଡ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପହଞ୍ଚିଛନ୍ତି...

Posted by: Satyendu Shekher Mishra

14:16 PM(2 weeks ago )

ଶୁଣନ୍ତୁ ଓଡ଼ିଶାର ନୂଆ ସରକାର ଶପଥ ନେବା ପୂର୍ବରୁ କ'ଣ କହୁଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

Posted by: Satyendu Shekher Mishra

14:15 PM(2 weeks ago )

ପବିତ୍ର ଗଙ୍ଗାଜଳରେ ଗାଧୋଇବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Posted by: Satyendu Shekher Mishra

14:15 PM(2 weeks ago )

ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝି

Posted by: Satyendu Shekher Mishra

14:11 PM(2 weeks ago )

ନିମନ୍ତ୍ରଣ ସାଦରେ ଗ୍ରହଣ କଲି; ନବୀନ

Posted by: Satyendu Shekher Mishra

12:56 PM(2 weeks ago )

ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବାକୁ, ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଜଣେଇଲେ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Posted by: Satyendu Shekher Mishra

ImageImageImageImage

12:53 PM(2 weeks ago )

ଭୁବନେଶ୍ୱରରେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ

Posted by: Satyendu Shekher Mishra

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପହଞ୍ଚିଲେ

ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ପହଞ୍ଚିଲେ

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପହଞ୍ଚିଲେ

ଶପଥ ସମାରୋହରେ ଯୋଗଦେବେ ୩ ମୁଖ୍ୟମନ୍ତ୍ରୀ

12:50 PM(2 weeks ago )

ବାଟରେ ଅଟକି ଦୁଃଖ ପଚାରି ବୁଝିଲେ ନୂଆ ମୁଖ୍ୟମନ୍ତ୍ରୀ । କହିଲେ, ମା’ ତମ ଆଖିରେ ଲୁହ କାହିଁକି ?

Posted by: Satyendu Shekher Mishra

12:49 PM(2 weeks ago )

ଜନତାଙ୍କ ଗହଣରେ ନୂଆ ମୁଖ୍ୟମନ୍ତ୍ରୀ

Posted by: Satyendu Shekher Mishra

12:48 PM(2 weeks ago )

ଶପଥ ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ମୋହନ ମାଝୀ ।

Posted by: Satyendu Shekher Mishra

12:47 PM(2 weeks ago )

ନବୀନ ନିବାସରେ ମୋହନ ମାଝୀ; ନବୀନଙ୍କୁ ଭେଟି କଲେ ନିମନ୍ତ୍ରଣ

Posted by: Satyendu Shekher Mishra

ଆଜିଠୁ ଓଡ଼ିଶାରେ ମୋହନ ସରକାର। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମୋହନ ଚରଣ ମାଝୀ। ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ। ସଂଧ୍ୟା ୫ଟାରେ ଶପଥ ନେବ ନୂଆ ସରକାର। ଏଥିପାଇଁ ଭୁବନେଶ୍ବର ଜନତା ମୈଦାନରେ ଭବ୍ୟ ଆୟୋଜନ କରାଯାଇଛି। ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଧିକ ପଢ଼ନ୍ତୁ...

Mohan Majhi Meet Former CM Naveen Patnaik

12:44 PM(2 weeks ago )

୪ ଥର ବିଧାୟକ ପରେ ବି ମୋହନଙ୍କ ଚାଳ ଛପର ଘର !

Posted by: Satyendu Shekher Mishra

‘ସେଭାରି ଭଲ ଲୋକ । ଗର୍ବ ଅହଙ୍କାର ନାହିଁ । ଗରିବ ଘରର ପିଲା । ପ୍ରରିଶ୍ରମୀ ପିଲା । କାମିକିଆ ପିଲା । ଆମେ ଗୋଟେ ସ୍କୁଲରେ ପଢ଼ୁଥିଲୁ । ପୋଖରୀରେ ମିଶିକି ଗାଧୋଉଥିଲୁ । ମାଛ ଧରୁଥିଲୁ । ବାଟି ଖେଳୁଥିଲୁ । ତିହିରି ଖେଳୁଥିଲୁ । ସେ ଭାରି ସରଳ । ଏବେ ବି ତାଙ୍କର ଚାଳଛପର ଘର ଅଛି ।’ ଆମେ ରାତିରେ ପାଠ ପଢ଼ି ସକାଳୁ ଡେରିରେ ଉଠୁଥିଲେ, ତାଙ୍କ ବାପା ଆମକୁ ଡାକପକାଇ ଉଠାଇଦେଉଥିଲେ। ସେତେବେଳେ ତାଙ୍କ ବାପା ସ୍କୁଲ୍ ପିଅନ ଭାବେ କାମ କରୁଥିଲେ।  ପିଲାଟି ବେଳୁ ମୋହନ ଜାଣିଛନ୍ତି ସଂଘର୍ଷ କ’ଣ। ଅଧିକ ପଢ଼ନ୍ତୁ..

Load more...